www.samajalive.in
Saturday, December 13, 2025
26.1 C
Bhubaneswar

ଝାରସୁଗୁଡା ସହ ଆକାଶ ମାର୍ଗରେ ଯୋଡି ହେଲା ଚେନ୍ନାଇ

ଝାରସୁଗୁଡା ସହ ଆକାଶ ମାର୍ଗରେ ଯୋଡି ହେଲା ଚେନ୍ନାଇ। ଝାରସୁଗୁଡ଼ା ବିର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆଜି ଚେନ୍ନାଇକୁ  ବିମାନ ସେବା ଆରମ୍ଭ ହୋଇଛି। ସ୍ପାଇସ ଜେଟ ଏହି ସେବା ଆରମ୍ଭ କରିଛି। ଆଜି ଅପରାହ୍ନ ୩ଟା ୨୦ରେ ଚେନ୍ନାଇରୁ ପ୍ରଥମ ବିମାନରେ ୮୪ ଜଣ ଯାତ୍ରୀ ଆସି  ଝାରସୁଗୁଡାରେ ଅବତରଣ କରିଥିଲେ। ସେହିପରି ଅପରାହ୍ନ ୩ଟା ୫୦ରେ ବିମାନରେ ଝାରସୁଗୁଡ଼ାରୁ  ୯୩ ଜଣ ଯାତ୍ରୀ  ଚେନ୍ନାଇ ଯାତ୍ରା କରିଥିଲେ।  ସମୟ ସାରଣୀ ଅନୁସାରେ ଏହି ବିମାନ ଅପରାହ୍ନ ୩ଟାରେ ଝାରସୁଗୁଡ଼ାରେ ପହଞ୍ଚିବ ଓ ୩ଟା ୩୦ରେ ଚେନ୍ନାଇ ଅଭିମୁଖେ ଯାତ୍ରା କରିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories