www.samajalive.in
Thursday, December 11, 2025
14.1 C
Bhubaneswar

୨୦୨୨ ସୁଦ୍ଧା ଭାରତୀୟ ସ୍ୱାସ୍ଥ୍ୟସେବା ଶିଳ୍ପ ୩୭୨ ମିଲିୟନ୍‍ ଡଲାର ଛୁଇଁବ

ଆସନ୍ତା ୨୦୨୨ ମସିହା ସୁଦ୍ଧା ଭାରତର ସ୍ୱାସ୍ଥ୍ୟସେବା ଶିଳ୍ପ ୩୭୨ ମିଲିୟନ୍‍ ଡଲାର ଛୁଇଁବ। ଗତ ୫ ବର୍ଷ ମଧ୍ୟରେ ଦେଶରେ ସ୍ୱାସ୍ଥ୍ୟସେବା ଶିଳ୍ପ କ୍ଷେତ୍ରରେ ୨୨ ପ୍ରତିଶତ ଅଭିବୃଦ୍ଧି ଘଟିଥିବା ନୀତି ଆୟୋଗ ତା’ର ସଦ୍ୟତମ ରିପୋର୍ଟରେ ସୂଚନା ଦେଇଛି।

ଏହି କ୍ଷେତ୍ରଗୁଡ଼ିକ ମଧ୍ୟରେ ଡାକ୍ତରଖାନା, ମେଡିକାଲ୍‍ ଯନ୍ତ୍ରପାତି, ସ୍ୱାସ୍ଥ୍ୟବୀମା, ଟେଲିମେଡିସିନ୍‍ ସେବା, ଗୃହ ଉପଚାର ଏବଂ ମେଡିକାଲ୍‍ ସେବାଜନିତ ଗମନାଗମନ ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏଥିସହିତ ୨୦୨୨ ସୁଦ୍ଧା ୨୭ ଲକ୍ଷ ନିଯୁକ୍ତି ସୁଯୋଗ ଏହି କ୍ଷେତ୍ରରେ ସୃଷ୍ଟି ହେବା ନୀତି ଆୟୋଗ ଆକଳନ କରିଛି।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories