www.samajalive.in
Saturday, December 13, 2025
26.1 C
Bhubaneswar

ସୁପ୍ରିମ୍‌ କୋର୍ଟ ଗଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ମାମଲା

ନୂଆଦିଲ୍ଲୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ଯୋଜନା ପ୍ରସଙ୍ଗ ଏବେ ସୁପ୍ରିମ କୋର୍ଟରେ ପହଞ୍ଚିଛି। ଜନ ସ୍ବାଭିମାନ ୱେଲ୍‌ଫେୟାର୍ ସୋସାଇଟି ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରିକୁ ବିରୋଧ କରି ସୁପ୍ରିମ୍‌ କୋର୍ଟରେ ମାମଲା ମାମଲା ଦାୟର କରାଯାଇଛି। ମାମଲାରେ କେନ୍ଦ୍ର, ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷଭୁକ୍ତ କରାଯାଇଛି। ଜଗନ୍ନାଥ ଜମି ବିକ୍ରି ପ୍ରକୟା ତୁରନ୍ତ ବନ୍ଦ ନିର୍ଦେଶ ଦେବା ସହିତ ଶ୍ରୀମନ୍ଦିର ପ୍ରଶାସନକୁ ଭାଙ୍ଗି ଏକ ନ୍ୟାୟିକ କମିଟି ଗଠନ, ଅନ୍ତରୀଣ ନ୍ୟାୟିକ କମିଟି ଗଢ଼ି ପରିଚାଳନା ବ୍ୟବସ୍ଥା କରିବା ଏବଂ ସରକାରଙ୍କୁ ହଟାଇ ପରିଚାଳନା ଭାର ସମ୍ପୃକ୍ତ ବ୍ୟବସ୍ଥାକୁ ଦେବା ପାଇଁ ସୋସାଇଟି ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଅପିଲ୍ କରାଯାଇଛି। ଏହାସହିତ ସମସ୍ତ ମାମଲାର ତଦନ୍ତ ପାଇଁ ଏକ ଜୁଡ଼ିସିଆଲ୍‌ ଗଠନ ଦାବି କରାଯାଇଛି।

courtesy :Trawell.in

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories