www.samajalive.in
Monday, December 15, 2025
26.1 C
Bhubaneswar

ନିୟମିତ ଭଗବାନଙ୍କ ନିକଟରେ ଘିଅର ଦୀପ ଲଗାଇବା ଦ୍ୱାରା ଦୂର ହୋଇଥାଏ ବାସ୍ତୁ ଦୋଷ

ଗୃହରେ ନିୟମିତ ସକାଳେ ଓ ସନ୍ଧ୍ୟାରେ ପୂଜା କରନ୍ତୁ। ପୂଜାର୍ଚ୍ଚନା କରିବା ସମୟରେ କେତେକ ସାଧାରଣ କଥା ପ୍ରତି ସଭିଏଁ ଧ୍ୟାନ ଦେଇ ନଥାଆନ୍ତି। ଯାହା ଦ୍ୱାରା ଜୀବନରେ ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ ଏ ବିଷୟରେ………
ପ୍ରଭୁ ଗଣେଶ, ମା’ ଦୁର୍ଗା, ଶିବ, ବିଷ୍ଣୁ ଓ ସୂର୍ୟ୍ୟଙ୍କୁ ପଞ୍ଚ ଦେବତା କୁହାଯାଏ। ପ୍ରତ୍ୟେକ ଶୁଭ କାର୍ୟ୍ୟ ପୂର୍ବରୁ ଓ ନିୟମିତ ପଞ୍ଚଦେବତାଙ୍କୁ ପୂଜା କଲେ ଜୀବନର ଅନେକ ସମସ୍ୟା ଦୂର ହେବା ସହ ସୁଖଶାନ୍ତି ପ୍ରାପ୍ତି ହୋଇଥାଏ।
ବିନା ସ୍ନାନରେ ତୁଳସୀ ପତ୍ର ତୋଳନ୍ତୁ ନାହିଁ।
ଭଗବାନଙ୍କୁ ଚନ୍ଦନ, କୁଙ୍କୁମ ଆଦି ଲଗାଇବା ସମୟରେ ଅନାମିକା ଆଙ୍ଗୁଠି ବ୍ୟବହାର କରନ୍ତୁ।
ନିୟମିତ ଭଗବାନଙ୍କ ସମ୍ମୁଖରେ ଧୂପ, ଦୀପ ଲଗାନ୍ତୁ। ମାତ୍ର ଏହାକୁ ପାଟିରେ କି ହାତରେ ଲିଭାନ୍ତୁ ନାହିଁ।
ଭଗବାନ ସୂର୍ୟ୍ୟଙ୍କର ୭ଥର, ଗଣେଶଙ୍କର ୩ ଥର, ବିଷ୍ଣୁଙ୍କର ୪ ଥର , ଶିବଙ୍କ ନିକଟରେ ଅଧା ପରିକ୍ରମା କରିବା ଉଚିତ।
ନିୟମିତ ସକାଳେ ଓ ସନ୍ଧ୍ୟାରେ ଭଗବାନଙ୍କ ନିକଟରେ ଘିଅର ଦୀପ ଲଗାନ୍ତୁ। ଏପରି କରିବା ଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ।
ଘରେ ବିଶେଷ ପୂଜା ସମୟରେ କଳସ ସ୍ଥାପନ, ଘରର ମୁଖ୍ୟ କବାଟରେ ସ୍ୱସ୍ତିଷ୍କ ଚିହ୍ନ କରନ୍ତୁ।
ପ୍ରଭୁ ଶିବଙ୍କ ପୂଜାରେ ତୁଳସୀ, କେତକୀ ଫୁଲ ଅର୍ପଣ କରନ୍ତୁ ନାହିଁ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories