www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରେମର ପରିଣତି… ବିଷ ପିଇଲେ ୩ ଯୁୁବକ

ବାଳକାଟି: ପ୍ରେମରେ ଅନ୍ଧ ହୋଇ ପ୍ରେମିକ ପ୍ରେମିକା ଯେକୌଣସି ଅଘଟଣ ଘଟାଇବାକୁୁ ପଛାନ୍ତିି ନାହିିଁ। ଆଜି ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ଜଣେ ଯୁବତୀ ପାଇଁ ୩ ଜଣ ଯୁବକ ବିଷ ପିଇ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ପବିତ୍ର ଜାଗର ଅମାବାସ୍ୟା ଥିବାରୁ ସମ୍ପୃକ୍ତ ଯୁବତୀ ଜଣକ ମନ୍ଦିରକୁ ଯାଇଥିଲେ। ସେଠାରେ ଯୁବତୀ ନିଜ ଗ୍ରାମର ଯୁୁବକଙ୍କ ସହ ଗପୁଥିବାବେଳେ ସେଠାରେ ଅନ୍ୟ ଗ୍ରାମର ୨ ଜଣ ଯୁବକ ପହଞ୍ଚି ଯାଇଥିଲେ। ୩ ଯୁବକ ଏକାଠି ହେବାରୁ ସତ୍ୟତା ପଦାକୁୁ ଆସିଥଲା। ଘଟଣା ସ୍ଥଳରେ ଏକପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟିି ହୋଇଥିଲା। ଯୁବକମାନେ ଯୁୁବତୀଙ୍କ ଉଦ୍ଦେଶ୍ୟ ଜାଣିପାରିିଥିଲେ। ପରେ ୩ଜଣ ଯୁବକ ଏକା ସାଙ୍ଗରେ ବିଷ ପିିଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁୁତର ହେବାରୁ ପ୍ରଥମେ ବାଳକାଟି ଓ ପରେ କ୍ୟାପିିଟାଲ ହସ୍ପିିିଟାଲକୁ ସ୍ଥାନାନ୍ତର ହୋଇଥିଲେ। ଅନ୍ୟ ୨ ଜଣଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଛାଡ଼ିଦିିଆଯାଇଛି। ଘଟଣାଟି ପିପିଲିି ଥାନା ଅଞ୍ଚଳରେ ଘଟିିଥିବାବେଳେ ଗୁରୁୁତର ଆହତ ଯୁବକଙ୍କ ଘର ବିଲିପଡ଼ା ବୋଲି ଜଣାପଡ଼ିଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories