ଟିଟିଲାଗଡ଼: ଟିଟିଲାଗଡ଼ ଜନସ୍ୱାସ୍ଥ୍ୟ ବିଭାଗର ୩୨ ଜଣ କର୍ମଚାରୀ ୩ ମାସର ଦରମା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦୀର୍ଘ ୨୦ ବର୍ଷ ହେଲା କର୍ମଚାରୀଙ୍କ ଇପିଏଫ, ଇସିଆଇ, ଜୀବନ ବୀମା ସୁରକ୍ଷା ଟଙ୍କା ଠିକାଦାର ଭରଣା କରୁନାହିଁ। ଏନେଇ ବିଭାଗୀୟ କର୍ତ୍ତୃପକ୍ଷ ତଥା ଶ୍ରମ ବିଭାଗ ନିରବ ରହିଥିବା ଅଭିଯୋଗ ହୋଇଛି। କର୍ମଚାରୀଙ୍କ ଆନ୍ଦୋଳନରେ ତତଲାଗଡ ଭାବରେ ପରିଚିତ ଟିଟିଲାଗଡ଼ ସହରରେ ପାନୀୟ ଜଳ ଯୋଗାଣ ବ୍ୟାହତ ହୋଇଛି।
Popular Categories



