www.samajalive.in
Sunday, December 14, 2025
26.1 C
Bhubaneswar

ଲୁହା କଡ଼େଇର ଉପଯୋଗିତା

ଆଜିକାଲି ସପିଂ ମଲ୍‌ରେ ପ୍ରବେଶ କଲେ ବିଭିନ୍ନ କମ୍ପାନୀ ଓ ଡିଜାଇନର ରୋଷେଇ ସାମଗ୍ରୀ ବିକ୍ରି ପାଇଁ ଉପଲବ୍ଧ। ଗୃହିଣୀମାନେ ମଧ୍ୟ ସୁନ୍ଦରସୁନ୍ଦର ଆକୃତିର ତାୱା, କଡେଇ ଓ ଅନ୍ୟାନ୍ୟ ବାସନକୁସନ କିଣିବାରେ ସିଦ୍ଧହସ୍ତା ହୋଇଗଲେଣି। କେତେକ ବିଶ୍ବସ୍ତରୀୟ କମ୍ପାନୀର ଛୋଟ କଡ଼େଇର ମୂଲ୍ୟ ୧୫-୧୬ହଜାର ଟଙ୍କାରେ ବିକ୍ରି ହେଉଛି। ଏସବୁର ଏକମାତ୍ର ଲାଭ ହେଲା କମ୍ ତେଲରେ ଖାଦ୍ୟ ରାନ୍ଧିବା। ବର୍ତ୍ତମାନ ହାତଗଣତି କେତେଜଣଙ୍କ ଘରେ ହିଁ ଲୁହା କଡ଼େଇରେ ରୋଷେଇ ହେଉଛି। ଆମେରିକୀୟ ବିଶେଷଜ୍ଞ ସଂଘଙ୍କ ମତରେ କିଛି ବର୍ଷ ତଳରୁ ନିରନ୍ତର ଭାବେ ପରୀକ୍ଷାରୁ ପ୍ରମାଣିତ ହୋଇଛି ଯେ ଅନ୍ୟ ପ୍ରାନ୍ତ ତୁଳନାରେ ଭାରତୀୟ ଲୋକେ ରକ୍ତହୀନତା ରୋଗରେ କମ୍ ଆକ୍ରାନ୍ତ ହୋଇଥାନ୍ତି। ଏହା ପଛର ରହସ୍ୟ ଜାଣିବାକୁ ଯଦିଓ ସେମାନଙ୍କୁ ୯ ବର୍ଷ ସମୟ ଲାଗିଗଲା। ଲୁହା କଡ଼େଇରେ ରନ୍ଧାଯାଉଥିବା ଖାଦ୍ୟରେ ଲୁହାର ପୋଷକତତ୍ତ୍ବ ମଧ୍ୟ ଶରୀରକୁ ପ୍ରବେଶ କରେ। ବିଶେଷଜ୍ଞ ଦଳର ମୁଖ୍ୟ କହିଥିଲେ, ଏହା ତାଙ୍କ ଚ୍ୟାଲେଞ୍ଜ୍ ଯେ ଲୁହା ବାସନରେ ରୋଷେଇ କଲେ ଲୌହାଭାବ କିମ୍ବା ରକ୍ତାଭାବ ଜନିତ କୌଣସି ରୋଗ ହେବନାହିଁ। ଏଣୁ ନନ୍-ଷ୍ଟିକ୍ ମୋହରୁ ବର୍ତ୍ତିବା ପାଇଁ ପ୍ରତ୍ୟେକ ରାଷ୍ଟ୍ରର ଲୋକଙ୍କୁ ଉପଦେଶ ଦିଆଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories