www.samajalive.in
Sunday, December 14, 2025
15.1 C
Bhubaneswar

ପୁଣି ଇଣ୍ଟରଭ୍ୟୁ ବେଳେ ମହିଳା କନଷ୍ଟେବଲ୍‌ ଗୁରୁତର ଅଭିଯୋଗ

କେନ୍ଦୁଝର: ଇଣ୍ଟରଭ୍ୟୁ ବେଳେ ଜଣେ ମହିଳା ପୁଲିସ୍‌ କନଷ୍ଟେବଲ୍‌ ଗୁରୁତର ହୋଇ ପଡିଥିବା ଅଭିଯୋଗ ହୋଇଛି । ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି। ଗୁରୁତର କନଷ୍ଟେବଲ୍‌ ଜଣଙ୍କ ହେଉଛନ୍ତି ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଜଙ୍ଗିରା ଗାଁର ଦମୟନ୍ତୀ ବେହେରା। ସୂଚନାଯୋଗ୍ୟ, ଗତକାଲି କଟକ ବଡ଼ମ୍ବା ନରସିଂହପୁରର ରମେଶ ପ୍ରଧାନ କଟକ ଓଏଏସ୍‌ଏପି ବାଟାଲିୟନ୍‌ରେ ଦୌଡ଼ ପ୍ରତିଯୋଗିତା ବେଳେ ଅସୁସ୍ଥ ହୋଇ ପଡିଥିଲେ ଓ ପରେ ତାଙ୍କର ମୃତ୍ୟୁ ଘଟିଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories