ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ନୂଆଗାଁ ଗ୍ରାମର ପଟେଲ୍ ନାଏକଙ୍କ ପାଳଗଦାରେ ରବିବାର ରାତିରେ କୈାଣସି କାରଣରୁ ନିଆଁ ଲାଗି ଯାଇଥିଲା। ଏହା ଦେଖି ପଟେଲ୍ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଲିଭାଇବାରେ ବିଫଳ ହେବାରୁ ପାଟଣା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସଠିକ ସମୟରେ ନିଆଁକୁ ଲିଭାଇବାରୁ ପାଳଗଦାଟି ସମ୍ପୁର୍ଣ୍ଣ ପୋଡ଼ି ନଷ୍ଟ ହୋଇଯାଇଥିବା ବେଳେ ଅଗ୍ନିକାଣ୍ଡରେ ପଟେଲଙ୍କ ଘରଟି ଅଳ୍ପକେ ବର୍ତ୍ତି ଯାଇଛି ।
Popular Categories



