www.samajalive.in
Sunday, December 14, 2025
26.1 C
Bhubaneswar

ମୁଜାଫରପୁର ଆଶ୍ରୟସ୍ଥଳ ବଳାତ୍କାର ମାମଲା: ବିହାର ମନ୍ତ୍ରୀଙ୍କ ସ୍ୱାମୀ ସମ୍ପୃକ୍ତ!

ପାଟନା : ନୈତିକତା ଦୃଷ୍ଟିରୁ ସଦ୍ୟ ଇସ୍ତଫା ଦେଇଥିବା ବିହାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କ ସ୍ୱାମୀ ଚନ୍ଦ୍ରେଶ୍ୱର ବର୍ମାଙ୍କର ମୁଜାଫରପୁର ନାବାଳିକା ଆଶ୍ରୟସ୍ଥଳ ବଳାତ୍କାର ଘଟଣାର ମୁଖ୍ୟ ଅଭିଯୁକ୍ତ ସହିତ ସମ୍ପୃକ୍ତି ଥିବା ଜଣାପଡିଛି। ଇସ୍ତଫା ଘଟଣାକୁ କେନ୍ଦ୍ର କରି ମଞ୍ଜୁଙ୍କ ନିକଟକୁ ବାରମ୍ବାର ଟେଲିଫୋନ୍‍ କଲ୍‍ ଆସୁଛି। ଆଶ୍ରୟସ୍ଥଳ ପରିଚାଳକ ତଥା ମାମଲାର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁରଙ୍କ ସହିତ ଚନ୍ଦ୍ରେଶ୍ୱର ନିୟମିତ ଯୋଗାଯୋଗ କରିଥିବା କଲ୍‍ରେକର୍ଡରୁ ସ୍ପଷ୍ଟ ସୂଚନା ମିଳିଛି ବୋଲି ପୁଲିସ କହିଛି। ପୂର୍ବରୁ ଗିରଫ ହୋଇଥିବା ଜଣେ ଶିଶୁ ସୁରକ୍ଷା ଅଧିକାରୀ ରବି ରୋଶନଙ୍କ ପତ୍ନୀ ସିବା କୁମାରୀ ଏହି ମାମଲାରେ ଚନ୍ଦ୍ରେଶ୍ୱରଙ୍କ ବିରୋଧରେ ତଦନ୍ତ ଦାବି କରିଥିଲେ। ଚନ୍ଦ୍ରେଶ୍ୱର ଏହି ଆଶ୍ରୟସ୍ଥଳକୁ ନିୟମିତ ଯିବା ଆସିବା କରୁଥିବା ସେ ଅଭିଯୋଗ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories