www.samajalive.in
Monday, December 8, 2025
24.1 C
Bhubaneswar

ଯମ ଓ ଚିତ୍ରଗୁପ୍ତ ବେଶରେ ସଡକ ସଚେତନତା

ଚୌଦ୍ୱାର : ସଡକ ସୁରକ୍ଷା-ଜୀବନ ରକ୍ଷା ମାସ ପାଳନ ଅବସରରେ ଚୌଦ୍ୱାର ୫୫ନଂ ଜାତୀୟ ରାଜପଥରେ ଗାଡି ଚାଳକ ମାନଙ୍କୁ ଯମ ଓ ଚିତ୍ରଗୁପ୍ତ ବେଶରେ ସଚେତନ କରାଯାଉଥିବା ଦେଖିବାକୁ ମିଳିଛି ଚୌଦ୍ୱାର ସହରରେ। ଚୌଦ୍ୱାରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲିଗାଲ ଏଡ୍‍ ୱାର୍କସ, ଡଗରାସାହି ସ୍ଥିତ ଉଦୟନାଥ ଚାରିଟେବଲ ଟ୍ରଷ୍ଟ ଓ ଚୌଦ୍ୱାର ପୁଲିସର ମିଳିତ ଆନୁକୁଲ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୁରକ୍ଷିତ ଯାତ୍ରା କରିବା ନିମନ୍ତେ ବିଭିନ୍ନ ପ୍ଲାକାର୍ଡ ଧରି ରାଜରାସ୍ତାରେ ଯମ ଓ ଚିତ୍ରଗୁପ୍ତଙ୍କ ସମେତ ସଂଗଠନର ସଦସ୍ୟମାନେ ଗାଡି ଚାଳକଙ୍କୁ ଅଟକାଇ ସଚେତନ କରାଇଥିଲେ। ଏଥି ସହିତ ସଠିକ ଗାଡି ଚାଳକଙ୍କୁ ଫୁଲ ପ୍ରଦାନ ସହିତ ଧନ୍ୟବାଦ ମଧ୍ୟ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଟ୍ରାଫିକ୍‍ ଟ୍ରେନିଙ୍ଗ ସ୍କୁଲର ପୂର୍ବତନ ଅଧ୍ୟକ୍ଷ ନରେନ୍ଦ୍ର ନାଥ ଦାଶ ଏବଂ ୭ମ ବାଟାଲିୟନ ଡେପୁଟି କମିଶନର ବିଜୟ କୁମାର ସାହୁ, କୈଳାଶ ଚନ୍ଦ୍ର ବରାଳ, ବରିଷ୍ଠ ପୁଲିସ ଏସ୍‍ଆଇ ବି.ବି.ହୋତା, ସମାଜସେବୀ ସସ୍ମିତା ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଲୋକ ମାନଙ୍କୁ ସଚେତନ କରାଇଥିଲେ। କାର୍ଯ୍ୟକ୍ରମକୁ ସଂଗଠନର ସଭାପତି ସୁଶାନ୍ତ ନାୟକ ,ସଂପାଦକ ମାନସ ସାହୁ, ପବିତ୍ର ମୋହନ ସାହୁ, ଚନ୍ଦ୍ର ମୋହନ ସାହୁ, ଧନେଶ୍ୱର ସାହୁ, ପ୍ରକାଶ ନାୟକ, ଗୋବିନ୍ଦ ଚନ୍ଦ୍ର ରାୟ, ଜୟନ୍ତୀ ନାଥ, ରଞ୍ଜନ ବେହେରା, ରଞ୍ଜିତା ସାହୁ, ରାଜେଶ ଓଝା, ପରୀକ୍ଷିତ ଲେଙ୍କା, ମଳୟ ମହାପାତ୍ର, ଗୀତା ସୁହାସିନୀ ସାହୁ, ପ୍ରଭାତୀ ଜେନା, ରଶ୍ମୀ ରେଖା ନାୟକ, ସୀମାରେଖା ନାୟକ, ସୁକାନ୍ତ ପ୍ରଧାନ, ସାସ୍ୱତ ସ୍ୱାଇଁ ସମେତ ସମସ୍ତ ସଦସ୍ୟ ମାନେ ପରିଚାଳନା କରିଥିଲେ।

Un fabricant peut produire un médicament générique seulement après que le médicament de marque expiration du brevet. Le moment où un brevet est expiré, ne sont pas tous les producteurs de la décision de fabriquer une version générique d’un médicament particulier. Seulement la moitié de la nouvelle marque de médicaments génériques analogues. www.cialispascherfr24.com Vous pouvez annuler votre commande avant son expédition.

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories