www.samajalive.in
Sunday, December 14, 2025
16.1 C
Bhubaneswar

ଫେବୃଆରୀ ୨ରୁ ଖୋଲିବ ପଠାଣି ସାମନ୍ତ ପ୍ଲାନେଟାରିୟମ୍: ପାଳନ ହେବ କୋଭିଡ୍‌ କଟକଣା, ଶୋ ଦେଖିପାରିବେ ୫୦ଦର୍ଶକ

ଭୁବନେଶ୍ବର: କରୋନା କଟକଣା ପାଇଁ ବନ୍ଦ ରହିଥିବା ଭୁବନେଶ୍ବର ଓ ବୁର୍ଲା ପ୍ଲାନେଟାରିୟମ ସମେତ ଖଣ୍ଡପଡ଼ା ପଠାଣି ସାମନ୍ତ ସଂଗ୍ରହାଳୟ ଫେବୃଆରୀ ୨ରୁ ଖୋଲିବ। ଆକାଶରେ ଗ୍ରହ, ନକ୍ଷେତ୍ର ଓ ଚନ୍ଦ୍ର ସହିତ ଅନ୍ୟାନ୍ୟ ଗ୍ରହାଣୁ ଦ୍ବୀପପୁଞ୍ଜ ସମ୍ପର୍କରେ ଦର୍ଶକ ଜାଣିବାର ସୁଯୋଗ ପାଇବେ ବୋଲି ସୂଚନା ଦିଆଯାଇଛି।

- Advertisement -

କୋଭିଡ୍‌-୧୯ ନିୟମ ପାଳନ ପୂର୍ବକ ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌, ବୁର୍ଲା ଡ.ଏପିଜେ ଅବଦୁଲ୍‌ କାଲାମ ପ୍ଲାନେଟାରିୟମ ଏବଂ ଖଣ୍ଡପଡ଼ା ପଠାଣି ସାମନ୍ତ ସଂଗ୍ରହାଳୟ ଫେବୃଆରୀ ୨(ମଙ୍ଗଳବାର)ଠାରୁ ସର୍ବ ସାଧାରଣଙ୍କ ପାଇଁ ଖୋଲା ରହିବ। ସୋମବାର ବ୍ୟତୀତ ଅନୁ ସବୁଦିନ ଦର୍ଶକଙ୍କ ପାଇଁ ଏହା ଖୋଲିବ। ସୋମବାରରେ ପଠାଣି ସାମନ୍ତ ପ୍ଲାନେଟାରୟିମରେ ପ୍ରଦର୍ଶନ ବନ୍ଦ ରହିବ। ତେବେ ୫୦ଜଣ ଦର୍ଶକ ପ୍ଲାନେଟାରିୟମ୍‌ ଶୋ’ ଦେଖିପାରିବେ ବୋଲି ନିର୍ଦେଶକ ଲକ୍ଷ୍ମୀଧର ଦାସ ଆଜି ପ୍ରେସ୍ତ ଇସ୍ତାହାର ଯୋଗେ ସୂଚନା ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories