www.samajalive.in
Monday, December 8, 2025
27.1 C
Bhubaneswar

ଓଟ୍‌ସ ଖାଆନ୍ତୁ, ସୁସ୍ଥ ରହନ୍ତୁ

ବଲିଉଡ ଓ ହଲିଉଡ ସିନେତାରକାଙ୍କ ପ୍ରମୁଖ ଖାଦ୍ୟ ପାଲଟିଛି ଓଟ୍‌ସ। ବଜାରରେ ବିଭିନ୍ନ ସୁଆଦର ଓଟସ୍ ଉପଲବ୍ଧ, ଖାଦ୍ୟ ବିଶେଷଜ୍ଞଙ୍କ ମତରେ ରୋଲ୍ଡ ଓଟସ୍‌ ଉତ୍ତମ ସ୍ବାସ୍ଥ୍ୟ ନିମନ୍ତେ ଏକ ପ୍ରକୃଷ୍ଟ ଖାଦ୍ୟ।

ଜଣେ ବ୍ୟକ୍ତି ସକାଳ ଜଳଖିଆ ହେଉ କିମ୍ବା ଦ୍ବିପହର ଭୋଜନ ଅବା ରାତ୍ରିଭୋଜନ ଯେକୌଣସି ସମୟରେ ଓଟସ୍‌ ଖାଇପାରିବ।

- Advertisement -

ଓଟ୍‌ସକୁ ଖିରରେ ଅବା ଦହିରେ ମିଶାଇ ନଚେତ୍ ଓଟ୍‌ସ ଖେଚୁଡ଼ି କରି ମଧ୍ୟ ଖାଇହେବ। ପ୍ରଚୁର ପରିମାଣରେ ପୋଷକତତ୍ତ୍ବ ଭରପୂର ଏହି ଓଟ୍‌ସ ଯୁବ ପିଢ଼ି ଓ ବୟସ୍କ ବର୍ଗ ଉଭୟ ଖାଇପାରିବେ। ସକାଳବେଳା ଜଳଖିଆରେ ଏହା ଖାଇଲେ ଅନେକ ସମୟ ପର୍ୟ୍ୟନ୍ତ ଭୋକ ଲାଗେନାହିଁ।

କୋଲେଷ୍ଟରଲ୍ କମ୍ ଥିବା ଏଇ ଖାଦ୍ୟ ମେଦବହୁଳ ରୋଗୀଙ୍କ ନିମନ୍ତେ ଖୁବ୍ ଭଲ।

ବିଶେଷଜ୍ଞଙ୍କ ପରାମର୍ଶରେ ଗର୍ଭବତୀମାନେ ଓଟ୍‌ସ ଖାଇବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଉପକାରୀ।

Hot this week

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

Related Articles

Popular Categories