www.samajalive.in
Thursday, December 11, 2025
16.1 C
Bhubaneswar

୪୪ଫୁଟ୍‍ ବୋରୱେଲ ଗାତରେ ଖସିପଡ଼ିଲା ୩ବର୍ଷର ଶିଶୁ

ମୁଙ୍ଗେର: ବିହାର ମୁଙ୍ଗେର ଜିଲାରେ ୩ବର୍ଷର ଏକ ଶିଶୁ ୪୪ଫୁଟ୍‍ ବୋରୱେଲ ଗାତରେ ଖସି ପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ଉକ୍ତ ଶିଶୁଟି ହଠାତ୍‍ ଏହି ଗାତରେ ଖସି ପଡ଼ିଥିଲା। ସ୍ଥାନୀୟ ପ୍ରଶାସନ ଓ ଏସଡିଆରଏଫ ଟିମ ପକ୍ଷରୁ ବିଳମ୍ବିତ ରାତିରୁ ଉକ୍ତ ଶିଶୁକୁ ଉଦ୍ଧାର କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଉକ୍ତ ଶିଶୁକୁ ପର୍ଯ୍ୟାପ୍ତ ମାତ୍ରାରେ ଅମ୍ଳଜାନ ଯୋଗାଇ ଦିଆଯାଉଛି। ସନା ନାମକ ଏହି ଶିଶୁଟି ତା’ ଆଇଁ ଘରକୁ ବୁଲିବାକୁ ଆସିଥିଲା। ସନ୍ଧ୍ୟାରେ ଘର ବାହାରେ ଖେଳୁଥିବାବେଳେ ନିକଟରେ ଖୋଳା ଯାଇଥିବା ବୋରୱେଲ ଗାତରେ ଖସି ପଡ଼ିଥିଲା। ଯୁଦ୍ଧକାଳୀନ ଭିତ୍ତିରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସିସି ଟିଭି ମାଧ୍ୟମରେ ଶିଶୁର ସ୍ୱସ୍ଥ୍ୟବସ୍ଥା ଉପରେ ନଜର ମଧ୍ୟ ରଖାଯାଇଛି। ଶିଶୁକୁ ଉଦ୍ଧାର ନିମନ୍ତେ ୫୦ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିବାବେଳେ ଜେସିବି ମେସିନର ସହଯୋଗ ମଧ୍ୟ ନିଆଯାଇଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories