www.samajalive.in
Wednesday, December 10, 2025
14.1 C
Bhubaneswar

ଡାକ୍ତରଖାନାରେ କରୁଣାନିଧିଙ୍କୁ ଭେଟିଲେ ରାହୁଲ

ଚେନ୍ନଇ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ଡିଏମ୍‍କେ ମୁଖ୍ୟ କରୁଣାନିଧିଙ୍କୁ ହସ୍ପିଟାଲରେ ଭେଟିଛନ୍ତି। ମୁତ୍ରାଶୟ ସଂକ୍ରମଣ ଓ ବୟସାଧିକ କାରଣରୁ ଅସୁସ୍ଥ କରୁଣା ଏବେ ସ୍ଥାନୟୀ କାବେରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କରୁଣାନିଧିଙ୍କୁ ସାକ୍ଷାତ ପରେ ରାହୁଲ ସାମ୍ବାଦିକଙ୍କୁ କହିଥିଲେ ଯେ ଡିଏମ୍‍କେ ମୁଖ୍ୟ ଏବେ ସୁସ୍ଥ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏହା ପୂର୍ବରୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ତୃଣମୂଳ କଂଗ୍ରେସ ନେତା ଡେରେକ ଓବ୍ରାଏନ, କଂଗ୍ରେସ ନେତା ପି ଚିଦମ୍ବରମ୍‍ ପ୍ରମୁଖ କରୁଣାଙ୍କୁ ହସ୍ପିଟାଲରେ ଭେଟିଥିଲେ। ଅସୁସ୍ଥତା କାରଣରୁ ଶନିବାର ଠାରୁ କରୁଣାନିଧି ଏହି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories