www.samajalive.in
Wednesday, December 10, 2025
14.1 C
Bhubaneswar

ସୋରରେ ୨ଟି ଏଟିଏମରୁ ଦୁର୍ବୃତ୍ତଙ୍କ ଲୁଟ ; ଗୋଟିଏରୁ ସଫଳ ଅନ୍ୟଟିରୁ ବିଫଳ

ବାଲେଶ୍ୱର : ବାଲେଶ୍ୱର ଜିଲାର ସୋର ଅଞ୍ଚଳରେ ଗୋଟିଏ ଏଟିଏମରୁ ଲକ୍ଷଲକ୍ଷ ଟଙ୍କା ଲୁଟ ହୋଇଥିବା ବେଳେ ଅନ୍ୟଟିରୁ ଲୁଟ ଉଦ୍ୟମ ହୋଇଥିବା ଗୁରୁବାର ଜଣପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ପାଖର ଛକ ହିଟାଚି ଏଟିଏମରୁ କେସ ଡ୍ରୟରକୁ କାଟି ଲକ୍ଷଲକ୍ଷ ଟଙ୍କା ଲୁଟ ହୋଇଛି। ଗତକାଲି ଏଟିଏମରେ ଟଙ୍କା ଲୋଡ ହୋଇଥିଲା । ପୂର୍ବରୁ ମଧ୍ୟ ଏହି ଏଟିଏମରୁ ଚୋରୀ ହୋଇଥିଲା। ସେହିପରି ବାଗୁଡି ବଜାର ଏକ୍ସିସ୍ ବ୍ୟାଙ୍କ ଏଟିଏମ କ୍ୟାମେରାକୁ ବ୍ଲାକ ସ୍ପ୍ରେ କରି ଚୋରମାନେ ଲୁଟ ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡ଼ିଛି। ସିକ୍ୟୁରିିଟ ଥିବାରୁ ଏହି ଏଟିଏମରୁ ଲୁଟ ବିଫଳ ହୋଇଛି।  ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories