www.samajalive.in
Saturday, December 13, 2025
26.1 C
Bhubaneswar

ବିଥଲ ଭରଦ୍ବାଜ ଏକ ମିନିଟରେ ଆବୃତ୍ତି କଲେ ସର୍ବାଧିକ ଗୀତା ଶ୍ଲୋକ, ଇଣ୍ଡିଆ ବୁକ୍ ଅଫ ରେକଡର୍ସରେ ପାଇଲେ ସ୍ଥାନ

ବ୍ରହ୍ମପୁର: ଏକ ମିନିଟରେ ଶ୍ରୀମଦ ଭାଗବତ ଗୀତାର ସର୍ବାଧିକ ଶ୍ଳୋକ ଆବୃତ୍ତି କରି ଇଣ୍ଡିଆ ବୁକ୍ ଅଫ ରେକଡର୍ସରେ ସ୍ଥାନ ପାଇଛନ୍ତି ବ୍ରହ୍ମପୁର ଡିଏଭି ପବ୍ଳିକ୍‌ ସ୍କୁଲର ଛାତ୍ର ବିଥଲ ଭରଦ୍ବାଜ। ଭଗବତ ଗୀତାର ୧୫ ଅଧ୍ୟାୟର ୧୩ଟି ଶ୍ଲୋକକୁ ବିଥଲ୍ ୧ ମିନଟ ମଧ୍ୟରେ ଆବୃତ୍ତି କରିଥିବାରୁ ତାଙ୍କ ନାମରେ ରେକର୍ଡ ସ୍ଥାପନ ହୋଇଛି ବୋଲି ଇଣ୍ଡିଆ ବୁକ୍ ଅଫ ରେକଡର୍ସ ପକ୍ଷରୁ କୁହାଯାଇଛି।

 

- Advertisement -

ବ୍ରହ୍ମପୁର ଡିଏଭି ପବ୍ଲିକ୍‌ ସ୍କୁଲରେ ଏକାଦଶ ଶ୍ରେଣୀରେ ପଢୁଥିବା ୧୬ ବର୍ଷୀୟ ବିଥଲ୍ ତାଙ୍କ ଶିକ୍ଷୟିତ୍ରୀ ବିଳାସିନୀ ଦାସଙ୍କ ମାର୍ଗଦର୍ଶନରେ ଏହି ସଫଳତା ପାଇପାରିଛନ୍ତି। ବିଥଲ୍‌ଙ୍କ ଏହି ସଫଳତା ପାଇଁ ଆଜି ବିଥଲଙ୍କୁ ସ୍କୁଲ ଅଧ୍ୟକ୍ଷା ଧରାଶ୍ରୀ ପାଢୀ ପୁଷ୍ପଗୁଚ୍ଛ ଦେଇ ଶଭେଚ୍ଛା ଜଣାଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories