ବଜ୍ରପାତରେ ମହିଳା ମୃତ

0

ବାଲେଶ୍ବର: ସୋର ଥାନା ସିଙ୍ଗାଖୁଣ୍ଟା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ମହିଳା ହେଲେ ୬୮ ବର୍ଷିୟା ବାସନ୍ତୀ ମହାନ୍ତି। ଆଜି ସକାଳେ ବିଲରେ କାମ କରୁଥିଲା ବେଳେ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Leave A Reply