www.samajalive.in
Saturday, December 13, 2025
14.1 C
Bhubaneswar

ନାହିଁ ଚାନ୍ଦି ମେଢ ; ଚମକୁଛି ମା’ଙ୍କ ସ୍ୱର୍ଣ୍ଣ ରୂପ , ଫଟୋରେ ଦଶହରା

ଭୁବନେଶ୍ୱର : ଧରାପୃଷ୍ଠରେ ଅବତରଣ କରି ସାରିଛନ୍ତି ମହାମାୟା, ଜଗତଜନନୀ, ଦୁର୍ଗତିନାଶିନୀ ମା’ ଦୁର୍ଗା। ଆଜି ମଣ୍ଡପରେ ପବିତ୍ର ମହାସପ୍ତମୀ ଓ ପୀଠରେ ମହାଅଷ୍ଟମୀ। ସ୍ୱତନ୍ତ୍ର ନୀତି ନିୟମରେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇସାରିଛି। ମାତ୍ର ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ପାଳନ ହେଉଛି ପୂଜା ଓ ଶହ ଶହ ବର୍ଷର ପରମ୍ପରା। ନାହିଁ ବାଜା, ମାଇକ, ନାହିଁ ସ୍ୱର୍ଣ୍ଣ ଅଳଙ୍କାର ନାହିଁ ଚାନ୍ଦି ମେଢକୁ ଭକ୍ତଙ୍କ ଓ ଶ୍ରଦ୍ଧାଳୁଙ୍କ ଗହଳି। ମାତ୍ର ମା’ଙ୍କ ରୂପ ସେହି ସ୍ୱର୍ଣ୍ଣ ଭଳି ଚମୁକୁଛି। ସମ୍ପୂର୍ଣ୍ଣ ନୀତିନିୟମରେ ପୂଜକଙ୍କ ଦ୍ୱାରା ହେଉଛି ମା’ଙ୍କ ପୂଜା। ସିସିଟିଭ କାରଣରୁ ଲୋକେ ଘରେ ବସି ମା’ଙ୍କୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି। ଦେଖନ୍ତୁ ଫଟୋରେ ମା’ଙ୍କ ଦିବ୍ୟ ରୂପକୁ।
ପଳାଶୁଣି

ରସୁଲଗଡ଼

ବମିଖାଲ

ପୁରୁଣା ଷ୍ଟେସନ ବଜାର

ଗଙ୍ଗାନଗର
ସିରିପୁର

ନୟାପଲ୍ଲୀ

ବରମୁଣ୍ଡା

ସହିଦନଗର

- Advertisement -

 

Hot this week

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

Related Articles

Popular Categories