www.samajalive.in
Friday, December 12, 2025
15.1 C
Bhubaneswar

ଆଜି ମଣ୍ଡପରେ ମା’ଜଗତଜନନୀଙ୍କ ପବିତ୍ର ମହାସପ୍ତମୀ ପୂଜା; ଶ୍ରଦ୍ଧାଳୁଙ୍କ ବିନା ଖାଁ ଖାଁ ପୂଜାମଣ୍ଡପ

ଭୁବନେଶ୍ୱର : ଆଜି ମଣ୍ଡପରେ ମା’ଜଗତଜନନୀ ଦୁର୍ଗାଙ୍କ ପବିତ୍ର ମହାସପ୍ତମୀ ପୂଜା। ଏହାସହ ଆଜି ପୀଠରେ ମହାଅଷ୍ଟମୀ ପୂଜା। ଗତକାଲି ମହାଷଷ୍ଠୀରେ ଧରାପୃଷ୍ଠକୁ ଅବତରଣ କରିସାରିଛନ୍ତି ଦୁର୍ଗତିନାଶିନୀ ମା’ ଦୁର୍ଗା। ଆଜି ମହାମାୟାଙ୍କର ଚକ୍ଷୁଦାନ ପରମ୍ପରା। କୋଭିଡ଼ କଟକଣା ମଧ୍ୟରେ କଟକ, ଭୁବନେଶ୍ୱର ତଥା ରାଜ୍ୟର ସମସ୍ତ ସ୍ଥାନରେ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି।
ମଣ୍ଡପମାନଙ୍କରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବାରଣ କରାଯାଇଥିବା ବେଳେ କେବଳ ପୂଜକ ଓ ଆୟୋଜକଙ୍କୁ ନେଇ ଶହ ଶହ ବର୍ଷର ପରମ୍ପରା ପାଳନ କରାଯାଉଛି।
ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗୁ କରାଯାଇଛି। କେତେକ ସ୍ଥାନରେ ସିସିଟିଭ ବ୍ୟବସ୍ଥା ଯୋଗୁଁ ଲୋକେ ଘରେ ବସି ଟିଭି ମାଧ୍ୟମରେ ଦର୍ଶନ କରିବାର ସୁଯୋଗ ପାଉଛନ୍ତି। ଚଳିତ ବର୍ଷ ୪ ଫୁଟରୁ କମ ଉଚ୍ଚତାରେ ଅଧିକାଂଶ ସ୍ଥାନରେ ମୂର୍ତ୍ତି ହୋଇଥିବାରୁ ସୁନା ଚାନ୍ଦି ପରିବର୍ତ୍ତେ ଜରି ଗହଣା ଓ ମେଢରେ ମା’ସଜ୍ଜ୍ୱିତ କରାଯାଇଛି। ସମସ୍ତ ସ୍ଥାନରେ କୋଭିଡ଼ କଟକଣା ମଧ୍ୟରେ ନିରାଡମ୍ବରରେ ଚାଲିଛି ପୂଜାର୍ଚ୍ଚନା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories