www.samajalive.in
Saturday, December 13, 2025
26.1 C
Bhubaneswar

ଫେସିଆଲ୍‌ର ଆବଶ୍ୟକତା

ବୟସ ବଢ଼ିବା ସହ ତ୍ବଚାରେ ଭାଙ୍ଗ ଓ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦେଖାଦିଏ। ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତରେ ୩୦ ବର୍ଷ ବୟସ ପରେ ମାସକୁ ଥରୁଟିଏ ଫେସିଆଲ୍ କରାଇବା ଉଚିତ। ପାର୍ଲରରେ ଯାଇ ଆପଣ ହର୍ବାଲ୍ ଫେସିଆଲ୍ କରାଇପାରିବେ। ଘରେ ମଧ୍ୟ ଏହା କରିହେବ, କିନ୍ତୁ ତ୍ବଚାର ମାଲିସ୍‌ ଜଣେ ବ୍ୟୁଟିସିଆନ୍‌‌ ଠିକ୍ ଭାବେ କରିଥାନ୍ତି।

-ଫେସିଆଲ୍ କଲେ ମନ ଫୂର୍ତ୍ତି ଲାଗିବା ସହ ତ୍ବଚାରେ ଚମକ ଆସିଥାଏ। ବ୍ୟୁଟିସିଆନ୍‌ଙ୍କ ସଂସ୍ପର୍ଶରେ ଆସିଲେ ନିଜ ତ୍ବଚାର ଅସୁବିଧା ଜାଣିପାରିବେ।
– ଏହା ସହ ଏହି ପ୍ରକ୍ରିୟାରେ ତ୍ବଚାରୁ ବ୍ଲାକ୍ ହେଡସ୍ ଦୂର ହେବା ସହ ପରିଷ୍କାର ହୁଏ। ନିୟମିତ ବାହାରକୁ ଯିବା ଦ୍ବାରା ଆମ ତ୍ବଚାରେ ଧୂଳିର ଆସ୍ତରଣ ଜମିଥାଏ, ଯାହା ଖାଲି ଆଖିକୁ ଦେଖାଯାଏନାହିଁ। ହେଲେ ଫେସିଆଲ୍ କଲେ ସେସବୁ ଦୂର ହୋଇଥାଏ।
– ଫେସିଆଲ୍ କଲେ ତ୍ବଚାରେ ଭଲଭାବେ ରକ୍ତ ସଞ୍ଚାଳନ ହେବା ସହ ଦାଗ ମଧ୍ୟ ଦୂର ହୁଏ। ଏଇ ଉପାୟରେ ଆଖି ତଳ କଳାଦାଗ କମ୍ ହେବା ସହ ଆମ ତ୍ବଚା ମଧ୍ୟ ନିଶ୍ବାସ ନେଇପାରେ। n

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories