www.samajalive.in
Sunday, December 14, 2025
26.1 C
Bhubaneswar

୨୪ ଘଣ୍ଟାରେ ୨ ହଜାର ୨୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ସ୍ଥାନୀୟ ଆକ୍ରାନ୍ତ ୯୫୭

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ୨୪ ଘଣ୍ଟାରେ ୨ ହଜାର ୨୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧ କେନ୍ଦ୍ରରୁ ୧ହଜାର ୩୧୮ ଓ ୯୫୭ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୬, ୯୩୭ରେ ପହଞ୍ଚିଛି। ୨,୩୦,୧୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୫,୬୩୫ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

- Advertisement -


ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୬୪ ଓ କଟକରୁ ୧୪୪। ଅନୁଗୁଳରୁ ୧୩୬, ବାଲେଶ୍ୱର ୧୧୧, ବରଗଡ଼ ୬୪, ଭଦ୍ରକ ୫୦,ବଲାଙ୍ଗୀର ୭୭, ବୌଦ୍ଧ ୨୧, ଦେଓଗଡ଼ ୧୫, ଢେଙ୍କାନାଳ ୨୭, ଗଜପତି ୬, ଗଞ୍ଜାମ ୩୬, ଜଗତସିଂହପୁର ୫୫, ଯାଜପୁର ୮୨, ଝାରସୁଗୁଡ଼ା ୧୦୦, କଳାହାଣ୍ଡି ୬୪, କନ୍ଧମାଳ ୫୦, କେନ୍ଦ୍ରାପଡ଼ା ୬୮, କେନ୍ଦୁଝର ୩୭, କୋରାପୁଟ ୩୯, ମାଲାକନଗିରି ୫୩, ମୟୁରଭଞ୍ଜ ୧୧୦, ନବରଙ୍ଗପୁର ୩୯, ନୟାଗଡ଼ ୩୧, ନୂଆପଡ଼ା ୬୯, ପୁରୀ ୭୧, ରାୟଗଡ଼ା ୩୩, ସମ୍ବଲପୁର ୫୬, ସୋନପୁର ୫୦, ସୁନ୍ଦରଗଡ଼ ୧୫୦, ଷ୍ଟେଟ ପୁଲ ୬୭ ଚିହ୍ନଟ ହୋଇଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories