www.samajalive.in
Sunday, December 14, 2025
23.1 C
Bhubaneswar

ନବରାତ୍ରୀ ପାଇଁ ମହାରାଷ୍ଟ୍ରରେ ନିର୍ଦ୍ଦେଶାବଳୀ ଜାରି; ଗରବା ଓ ଦାଣ୍ଡିଆ ଉପରେ ପ୍ରତିବନ୍ଧକ

ମୁମ୍ବଇ : ମହାରାଷ୍ଟ୍ରର ଗୃହ ମନ୍ତ୍ରଣାଳୟ ଦ୍ୱାରା ନବରାତ୍ରୀ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, ଘରେ ଥିବା ପ୍ରତିମା ଦୁଇ ଫୁଟରୁ ଅଧିକ ହେବ ନାହିଁ ଏବଂ ପାଣ୍ଡାଲରେ ଥିବା ପ୍ରତିମାଗୁଡ଼ିକର ଉଚ୍ଚତା ଚାରି ଫୁଟରୁ କମ୍ ହେବ। ଏଥି ସହିତ ସରକାର ଗରବା ଏବଂ ଦାଣ୍ଡିଆ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଏଥର ଶରଦିଆ ନବରାତ୍ରୀ ଆସନ୍ତା ଅକ୍ଟୋବର ୧୭ରୁ ଆରମ୍ଭ ହୋଇ ଅକ୍ଟୋବର ୨୫ରେ ଶେଷ ହେବ। ଏହି ସମୟରେ ମା’ ଦୁର୍ଗା ନଅ ପ୍ରକାର ସ୍ବରୂପରେ ନଅ ଦିନ ପୂଜା ପାଆନ୍ତି। ଏହି ଅବସରରେ ବିଭିନ୍ନ ସ୍ଥାନରେ ଗରବା ଓ ଦାଣ୍ଡିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଏ। ଚଳିତ ବର୍ଷ କରୋନା ପାଇଁ ଗରବା ଓ ଦାଣ୍ଡିଆ କାର୍ଯ୍ୟକ୍ରମ ଉପରେ ମହାରାଷ୍ଟ୍ର ସରକାର ପ୍ରତିବନ୍ଧକ ଲଗାଇଛନ୍ତି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories