www.samajalive.in
Monday, December 8, 2025
13.1 C
Bhubaneswar

ଅବକାରୀ ବିଭାଗର ଚଢାଉ; ପୋଚ ସହ ମଦ ଜବତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ରଙ୍କ ନିର୍ଦେଶରେ ଅବକାରୀ ଅଧିକ୍ଷକ ପ୍ରଦୀପ ପଟନାୟକଙ୍କ ତତ୍ୱାବଧାନରେ ନବରଙ୍ଗପୁର ଅବକାରୀ ଇନ୍ସପେକ୍ଟର ବିପ୍ର ମଣ୍ଡଳଙ୍କ ନେତୃତ୍ୱରେ କୋଡୀଙ୍ଗା ଥାନା ଅଂଚଳର ଗାଦବା ଗୁଡା, ଦୁଃଖୁଗୁଡା ଏବଂ ମୁଦିନାୟକ ଗୁଡା ଆଦି ଗ୍ରାମରେ ଚଢାଉ କରି ଏକ ମକା ବିଲ ଭିତରୁ  ବେନିୟମ ଭାବେ ମଦ ପାଇଁ ପ୍ରସ୍ତୁତ ଥିବା ୪ହଜାର ଲିଟର ମହୁଲ ପୋଚ ଏବଂ ୩୦୦ ଲିଟର ହାତରନ୍ଧା ଦେଶୀମଦ ଜବତ କରି ନଷ୍ଟ କରିଦେଇଥିବା ଜଣାପଡ଼ିଛି। ମାତ୍ର କୌଣସି ଅଭିଯୁକ୍ତ ଧରା ପଡିନଥିବା ସୂଚନା ମିଳିଛି। ଏହି ଚଢାଉରେ ଅବକାରୀ ଏଏସଆଇ ଜଗବନ୍ଧୁ ଯାନୀ, ଆକ୍ରମ ଖାନ, ଗୁତୁଲ ନାଟକ, ଉମେଶ ହରିଜନ, ଦେବେନ୍ଦ୍ର ସାମରଥ ଏବଂ ସଦାଶିବ ଭତରା ପ୍ରମୁଖ ସାମିଲ ଥିଲେ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories