ଦୁବାଇ : ଯୁଦ୍ଧବିମାନ ରାଫେଲ୍ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ନେଇ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଭାରତୀୟ ଆଞ୍ଚଳିକ ସେନାରେ ଲୁଏଟନାଣ୍ଟ କେର୍ଣ୍ଣଲ୍ ଥିବା ଧୋନି ଟ୍ବିଟ୍ କରି ଦର୍ଶାଇଛନ୍ତି ୫ଟି ରାଫେଲ ଯୁଦ୍ଧବିମାନ ଭାରତୀୟ ବାୟୁସେନାରେ ସାମିଲ ହେବା ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ। ରାଫେଲ୍ ଯୁଦ୍ଧବିମାନ ଭାରତୀୟ ବାୟୁସେନାର ଶକ୍ତିବୃଦ୍ଧି କରିବ। ସୂଚନାଥାଉକି ୩୯ ବର୍ଷୀୟ ଧୋନି ବର୍ତ୍ତମାନ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଚେନ୍ନଇ ସୁପର କିଙ୍ଗ୍ସ ଦଳ ତରଫରୁ ଖେଳିବାକୁ ୟୁଏଇରେ ରହିଛନ୍ତି।
Popular Categories



