www.samajalive.in
Monday, December 8, 2025
24.1 C
Bhubaneswar

ଚର୍ଚ୍ଚାରେ ଓଡ଼ିଆ ଚଳଚ୍ଚିତ୍ର ନାୟିକା ତମନ୍ନା

ଓଡ଼ିଆ ଚଳଚ୍ଚିତ୍ର ‘ନିଝୁମ୍‌ ରାତିର ସାଥୀ’ରୁ ଓଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ ବ୍ରହ୍ମପୁର ଲଳନା ତମନ୍ନା। ଏଥିରେ ତାଙ୍କ ବିପକ୍ଷରେ ନାୟକ ସାଜିଥିଲେ ଜ୍ୟୋତି। ଚିତ୍ରଟି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେବା ସହ ତମନ୍ନା ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଏହି ଚିତ୍ରର ସଫଳତା ପରେ ସେ ‘ପ୍ରେମ୍‌ କୁମାର’, ‘ବ୍ଲାକ୍‌ମେଲ୍‌’, ‘ପ୍ରେମ ତୋର ନଟି ନଟି’, ‘ଗୋଲମାଲ ଲଭ୍‌’, ‘ଚୁମ୍ବକ’ ପ୍ରଭୃତିରେ ଦେଖାଦେଇଥିଲେ।

ପ୍ରତିଟି ଚିତ୍ରରେ ଚମତ୍କାର ଅଭିନୟ କରି ଦର୍ଶକଙ୍କୁ ଛୁଇଁ ପାରୁଥିବା ଏହି ଚୁଲବୁଲି ନାୟିକା ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ତେଲୁଗୁ ଚିତ୍ର ‘ଭେଇ ଶୁଭମୁଲୁ କାଲୁଗୁ ନିକୁ’କୁ ନେଇ। ତେଲୁଗୁ ଚିତ୍ର ଜଗତର ପରିଚିତ ଚେହେରା ବିଜୟ ରାଜାଙ୍କ ବିପକ୍ଷରେ ସେ ଏଥିରେ ଅଭିନୟ କରିଛନ୍ତି। ରାମ୍‌ସ ରାଠୋଡ଼ଙ୍କ ନିର୍ଦେଶନାରେ ପ୍ରସ୍ତୁତ ଏହି ଚିତ୍ରକୁ ନେଇ ତମନ୍ନା ବେଶ୍‌ ଆଶା ବାନ୍ଧିଛନ୍ତି। ଏଥିରେ ତାଙ୍କୁ ଏକ ଚାଲେଞ୍ଜିଂ ଭୂମିକା ମିଳିଥିବା ସେ କହିଛନ୍ତି

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories