www.samajalive.in
Sunday, December 14, 2025
26.1 C
Bhubaneswar

ମା’ଲକ୍ଷ୍ମୀଙ୍କ କୃପା ପାଇଁ ନିଶ୍ଚୟ କରନ୍ତୁ ଏହି ଉପାୟ

ଧାର୍ମିକ ଶାସ୍ତ୍ର ଅନୁଯାୟୀ, ଦେବୀ ଲକ୍ଷ୍ମୀଙ୍କର ବହୁ ରୂପ ରହିଛି। ଘରର ମହିଳା ତାଙ୍କର ଏକ ରୂପ ବୋଲି କୁହାଯାଏ। ଯେଉଁ ଘରେ ଗୃହର ଲକ୍ଷ୍ମୀ ପ୍ରସନ୍ନ ଓ ଖୁସି ରୁହନ୍ତି ସେଠାରେ ଦେବୀ ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ। ମା’ଙ୍କ କୃପା ପ୍ରାପ୍ତି ପାଇଁ ୪ଟି ଜିନିଷକୁ ପତି ନିଜ ପତ୍ନୀଙ୍କୁ ସମୟ ଅନୁଯାୟୀ ଉପହାର ସ୍ୱରୂପ ଦେବା ଉଚିତ। ଜାଣନ୍ତୁ ……
ବୁଧବାର କିମ୍ବା ଶୁକ୍ରବାର ଦିନ ଗୃହର ଲକ୍ଷ୍ମୀଙ୍କୁ ବସ୍ତ୍ର ଦିଅନ୍ତୁ। ପତ୍ନୀଙ୍କ ବ୍ୟବତୀତ ଘରେ ଥିବା ଭଉଣୀ ଓ ମା’ଙ୍କୁ ମଧ୍ୟ ବସ୍ତ୍ର ଦେଇ ପାରିବେ।
ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଆଦି ଆଭୂଷଣ ମା’ଲକ୍ଷ୍ମୀଙ୍କୁ ଓ ଗୃହର ଲକ୍ଷ୍ମୀଙ୍କୁ ଖୁବ ପସନ୍ଦ। ତେଣୁ ବର୍ଷକୁ ଥରେ ମଧ୍ୟ ହେଉ ପତି ନିଜ ପତ୍ନୀଙ୍କୁ ସୁନାର ଅଳଙ୍କାର ଦେବା ଉଚିତ।
ସଧବାଙ୍କ ସାମଗ୍ରୀ ଯେପରି ସିନ୍ଦୂର, ବିନ୍ଦି, ଚୁଡ଼ି ଆଦି ଉପହାର ନିଜ ପତ୍ନୀଙ୍କୁ ଦିଅନ୍ତୁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ଖୁବ ପ୍ରସନ୍ନ ହୁଅନ୍ତି।
ଏହି ସମସ୍ତ ଦ୍ରବ୍ୟ ବ୍ୟତୀତ ଅନ୍ୟ ଏକ ବିଶେଷ ଦ୍ରବ୍ୟ ରହିଛି, ଯାହାକୁ ଉପହାର ସ୍ୱରୂପ ଦେବା ପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିନଥାଏ। ତାହା ହେଉଛି ପତ୍ନୀଙ୍କୁ ଉପଯୁକ୍ତ ସମ୍ମାନ ଓ ମଧୁର ବଚନ।
ଏହି ସମସ୍ତ ଉପାୟ ଆପଣେଇଲେ ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବାସହ ଘରେ ସୁଖଶାନ୍ତିର ବାତାବରଣ ରହିଥାଏ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories