www.samajalive.in
Friday, December 12, 2025
27.1 C
Bhubaneswar

ବକ୍ରିଦ ୨୦୨୦: କରୋନା କାଳରେ ଅନ୍‍ଲାଇନ୍‍ ବଳିଦାନ

ସବୁଥର ବକ୍ରିଦ୍‍ ପୂର୍ବରୁ ପଶୁ ବଜାରରେ ଗହଳି ଲାଗେ। ବଳିଦାନ ପାଇଁ ଦେଶର ପ୍ରତ୍ୟେକ ସହର ଓ ଗାଁ ଆଖପାଖରେ ବସିଥିବା ପଶୁବଜାରରୁ ମୁସଲମାନ ଧର୍ମାବଲମ୍ବୀମାନେ ଛେଳି, ମେଣ୍ଢା ଆଦି କିଣିଥାଆନ୍ତି ଓ ବକ୍ରିଦରେ ଏହାକୁ ବଳିଦାନ ଦେଇ ଏହି ପର୍ବ ପାଳନ କରିଥାଆନ୍ତି। ମାତ୍ର ଏଥର କରୋନା ପାଇଁ ସବୁ ପର୍ବ ଭଳି ବକ୍ରିଦ୍‍ ମଧ୍ୟ ଫିକା ପଡ଼ିଯିବ।

ମହାମାରୀ ସମୟରେ ଅଧିକ ଲୋକ ଏକାଠି ହେଲେ ବିପଦ ଥିବାରୁ ଦେଶର କେତେକ ସ୍ଥାନରେ ଅନ୍‍ଲାଇନରେ ପଶୁ କିଣାବିକା ହେଉଛି। କେତେକ ଅନ୍‍ଲାଇନ୍‍ ସାଇଟ୍‍ରେ ପଶୁ ବିକ୍ରି ହେଉଥିବା ବେଳେ ଆଉ କେତେକ ସାଇଟ୍‍ରେ ବଳିଦାନକୁ ଲାଇଭ୍‍ ଦେଖିବାର ଅଫର୍‍ ଦିଆଯାଉଛି। ଏହିପରି କିଛି ସାଇଟ୍‍ ଟଙ୍କା ନେଇ ବକ୍ରିଦ ଅବସରରେ ଅନ୍‍ଲାଇନ୍‍ ବଳିଦାନର ଆୟୋଜନ କରୁଛନ୍ତି।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories