www.samajalive.in
Monday, December 8, 2025
13.1 C
Bhubaneswar

ପୁଣି ଲଜ୍ଜା : ୫ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

ଜୟପୁର : ରାଜସ୍ଥାନରେ ଜଣେ ୫ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତିନିଜଣ ନାବାଳକ ମିଶି ପୀଡ଼ିତାକୁ ଗଣଦୁଷ୍କର୍ମ କରିଥିବା ଜଣାପଡିଛି।

ପୁଲିସର ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ନାହରଗଡ ସହରର ଟାଙ୍କି ମୋହାଲାରେ ଝିଅଟି ତାଙ୍କ ଘର ବାହାରେ ଖେଳୁଥିଲା, ସେହି ସମୟରେ ପଡୋଶୀ ତିନିଜଣ ନାବାଳକ ତାଙ୍କୁ ୫ ଟଙ୍କା ଦେବା ପାଇଁ କହି  ନିକଟସ୍ଥ ଚାଷ ଜମିକୁ ନେଇ ବଳାତ୍କାର କରିଥିଲେ। ସେ ସମୟରେ ଝିଅର ମାଆ ଘର ଭିତରେ ରୋଷେଇ କରୁଥିଲେ। କିଛି ସମୟ ପରେ ଯେତେବେଳେ ପରିବାର ଲୋକେ ଶିଶୁଟିକୁ ପାଇନଥିଲେ, ତାଙ୍କୁ ଖୋଜିବା ଆରମ୍ଭ କରିଦେଇଥିଲେ।

- Advertisement -

କିଛି ସମୟ ପରେ ପୀଡିତାର ମାଆ ତାଙ୍କ ଘର ନିକଟରେ କାନ୍ଦୁଥିବା ଝିଅକୁ ଦେଖିଲେ, ଯାହାର ଶରୀରରୁ ରକ୍ତସ୍ରାବ ହେଉଥିଲା। ପରେ ସେହି ରାତିରେ ମାଆ ଓ ନାବାଳିକା ପୋଲିସ ଥାନାକୁ ଯାଇ ଅଭିଯୋଗ କରିଥିଲେ। ପୁଲିସ ଏନେଇ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories