ଇସଲାମାବାଦ୍ : ପାକିସ୍ତାନର ସିନ୍ଧ ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସିନ୍ଧର ଖୈରପୁର ଜିଲ୍ଲାରେ ଏକ ବଳାତ୍କାର ମାମଲା ରୁଜୁ ହୋଇଛି। ବିଦ୍ୟାଳୟର ଜଣେ ଅବସରପ୍ରାପ୍ତ ଶିକ୍ଷକ ନାବାଳିକାଙ୍କୁ ତାଙ୍କ ଘରେ ଟ୍ୟୁସନ କରିବା ବାହାନାରେ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଯଦିଓ ଏହି ଶିକ୍ଷକ ଶୁକ୍ରବାର ଦିନ ଧରାପଡିଛନ୍ତି, ସିନ୍ଧ ପୁଲିସ ଟ୍ୱିଟରରେ ଏନେଇ ସୂଚନା ଦେଇଛି।
Popular Categories



