www.samajalive.in
Saturday, December 13, 2025
21.1 C
Bhubaneswar

ପବ୍‌ଜି ଉପରେ ପ୍ରତିବନ୍ଧକ ଲଗାଇଲା ପାକିସ୍ତାନ : କହିଲା ଏହା ଇସଲାମ ବିରୋଧୀ

ଇସଲାମାବାଦ : ଲୋକପ୍ରିୟ ମୋବାଇଲ ଖେଳ(ଗେମ୍) PUBG ଉପରେ ପ୍ରତିବନ୍ଧକ ଲଗାଇଛି ପାକିସ୍ତାନ । ପାକିସ୍ତାନ ସରକାରଙ୍କ ଅନୁଯାୟୀ, PUBG ମୋବାଇଲ୍ ଗେମରେ ଏଭଳି ଅନେକ ଦୃଶ୍ୟ ଦେଖାଯାଇଛି ଯାହା ଇସଲାମ ବିରୋଧୀ । ଏହା ମଧ୍ୟ ଯୁକ୍ତି କରାଯାଇଛି ଯେ ଯୁବକମାନଙ୍କ ମାନସିକତା ମଧ୍ୟ ଏହି ଖେଳ ଦ୍ୱାରା ପ୍ରଭାବିତ ହୋଇଥାଏ।

ଇମ୍ରାନ ଖାନଙ୍କ ପାର୍ଟିର କ୍ଷତି ହୋଇପାରେ

- Advertisement -

ରାଜନୈତିକ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ଇମ୍ରାନ ଖାନଙ୍କ ଦଳ ପବଜୀ ଖେଳକୁ ନିଷିଦ୍ଧ କରି ବହୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଇମ୍ରାନ ଖାନଙ୍କ ଏହି ପଦକ୍ଷେପ ଯୁବ ଭୋଟରଙ୍କୁ ଦଳରୁ ଦୂରେଇ ରଖିପାରେ। ପାକିସ୍ତାନରେ ପବଜି ଖେଳ ଖେଳୁଥିବା ଉପଭୋକ୍ତାଙ୍କ ସଂଖ୍ୟା ବହୁତ ଅଧିକ।

ପବଜି (PUBG) ଖେଳ ନିଷେଧ ବିରୋଧରେ ପିଟିସନ ଦାଖଲ

ପବଜି ଖେଳ ଉପରେ ନିଷେଧାଦେଶ ବିରୋଧରେ ଦାଖଲ ହୋଇଥିବା ଏକ ପିଟିସନର ଉତ୍ତରରେ ପାକିସ୍ତାନ ଟେଲିକମ୍ୟୁନିକେସନ ଅଥରିଟି (ପିଟିଏ) କହିଛି ଯେ, ଏଥିରେ ଇସଲାମ ବିରୋଧୀ ଅନେକ ଦୃଶ୍ୟ ଦେଖାଯାଇଛି। ଏହି ଖେଳ ଆମ ଯୁବକମାନଙ୍କୁ ପ୍ରଭାବିତ କରୁଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories