www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ସଂକ୍ରମିତଙ୍କ ପରାମର୍ଶ; ଡରନ୍ତୁ ନାହିଁ, ସତର୍କ ରୁହନ୍ତୁ

ଭୁବନେଶ୍ଵର: ରୋଗ ତୁଳନାରେ ରୋଗ ପ୍ରତି ମନରେ ସୃଷ୍ଟି ହେଉଥିବା ଭୟ ଅଧିକ ବିପଜ୍ଜନକ। ଏବେ କରୋନା ଭୂତାଣୁର ପ୍ରକୋପ ସାରା ବିଶ୍ଵକୁ ଦୋହଲାଇ ଦେଇଛି। ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଲକ୍ଷାଧିକ ଲୋକ ଏହି ଭୂତାଣୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେଣି। କିନ୍ତୁ ଲୋକଙ୍କ ମନରୁ ଭୟ ଦୂର ହୋଇନାହିଁ। ତେବେ ଜଣେ କରୋନା ସଂକ୍ରମିତଙ୍କ ପରାମର୍ଶ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି, ଯେଉଁଥିରେ ସେ ଜନସାଧାରଣଙ୍କୁ ପରାମର୍ଶ ଦେଉଛନ୍ତି, କରୋନାକୁ ଡରନ୍ତୁ ନାହିଁ, ସତର୍କ ରୁହନ୍ତୁ।

ଏହି ସଂକ୍ରମିତ ଜଣକ କୁହନ୍ତି, ସେ କୋରନାରେ ପୀଡିତ ହେବା ପରେ ଟାଟା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇ ଫେରିଛନ୍ତି। ଜନ ସାଧାରଣଙ୍କୁ ସେ ଗୋଟିଏ ନିବେଦନ କରିଛନ୍ତି, ରୋଗକୁ ଭୟ କରନ୍ତୁ ନାହିଁ। ରୋଗୀକୁ ଘୃଣା କରନ୍ତୁ ନାହିଁ। ମାସ୍କ ପିନ୍ଧନ୍ତୁ, ସୁରକ୍ଷିତ ରୁହନ୍ତୁ। ଏବେ ବି ଟାଟା କୋଭିଡ୍‌ ମେଡିକାଲରେ ବହୁ ଛୋଟ ଛୋଟ ସମସ୍ୟା ରହିଛି। ତାହାକୁ ଦୂର କରିବା ପାଇଁ ସେ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି। ସମସ୍ତେ ସ୍ୱର ଉଠାନ୍ତୁ, ସମସ୍ୟା ଦୂର ହେବ। କରୋନକୁ ଜିତିବା ବୋଲି ସେ କହିଛନ୍ତି।

- Advertisement -

https://www.facebook.com/100004577316472/posts/1628294880666407/?sfnsn=wiwspmo

 

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories