www.samajalive.in
Sunday, December 7, 2025
26.1 C
Bhubaneswar

ବିରମିତ୍ରପୁର ନାବାଳିକା ଗଣଦୁଷ୍କର୍ମ ଘଟଣା ; ବିଜେପି ମହିଳା ମୋର୍ଚ୍ଚା ତରଫରୁ ନିରବ ଧାରଣା

ରାଉରକେଲା : ବିରମିତ୍ରପୁର ଠାରେ ହୋଇଥିବା ନାବାଳିକା ଗଣଦୁଷ୍କର୍ମ ଘଟଣାରେ ପୁଲିସ ପ୍ରଶାସନ କେବଳ ଦୁଇଜଣ ଅପରାଧୀଙ୍କୁ ଗିରଫ କରିଥିବାରୁ ଏହାକୁ ବିରୋଦ୍ଧ କରି ଜିଲା ବିଜେପି ମହିଳା ମୋର୍ଚ୍ଚା ତରଫରୁ ଶୁକ୍ରବାର ନିରବ ଧାରଣା ଦିଆଯାଇଛି। ଜିଲା ସଭାନେତ୍ରୀ ଶ୍ରୀମତୀ ଲତିକା ପଟ୍ଟନାୟକଙ୍କ ନେତୃତ୍ୱରେ ଡ଼ିଆଇଜି ( ପଶ୍ଚିମାଞ୍ଚଳ ଆରକ୍ଷୀ ଉପ- ମହାନିରୀକ୍ଷକଙ୍କ କାର୍ୟ୍ୟାଳୟ ସମ୍ମୁଖରେ ନିରବ ଧାରଣା ଅନୁଷ୍ଠିତ ହୋଇଯାଇଛି। ଏଥିରେ , ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦକ ଶ୍ରୀମତୀ କଳ୍ପନା ଲେଙ୍କା , ରାଉରକେଲାର ପୂର୍ବତନ କାଉନସିଲର ତଥା ପାର୍ଟିର ବରିଷ୍ଠ ନେତ୍ରୀ ପ୍ରମିଳା ଦାସ , ସସ୍ମିତା ପାଢ଼ୀ , ସଂଯୁକ୍ତା ମିଶ୍ର ତଥା ରଂଜିତା କିସପଟ୍ଟା ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories