www.samajalive.in
Saturday, December 13, 2025
26.1 C
Bhubaneswar

ମାନବପ୍ରେମୀ ଆଦିତ୍ୟ ଦାସଙ୍କ ସନ୍ଦେହ ଜନକ ମୃତ୍ୟୁ ; ରେଳଧାରଣାରୁ ମିଳିଲା ମୃତଦେହ

ଭୁବନେଶ୍ବର : ଯୁବପିଢ଼ିଙ୍କୁ ମୋଟିଭେସନାଲ ସ୍ପିଚ୍ ଦେଇ ବଞ୍ଚିବା ପାଇଁ ବାଟ ଦେଖାଉଥିବା ମାନବପ୍ରେମୀ ଆଦିତ୍ୟ ଦାସ ଚିରଦିନ ପାଇଁ ମଙ୍ଗଳବାର ଆଖି ବୁଜିଛନ୍ତି। ସୋଶିଆଲ ମିଡିଆରେ ଖୁବ୍ ସକ୍ରିୟ ମୋଟିଭେସନାଲ ସ୍ପିକର ତଥା ସମାଜିକ କର୍ମୀ ମାନବପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁ ଖବର ପାଇବାପରେ ତାଙ୍କ ପ୍ରଶଂସକଙ୍କୁ ଗଭୀର ଆଘାତ ଲାଗିଛି। ମୃତ୍ୟୁର କରାଣ ଅସ୍ପଷ୍ଟ ଥିବାବେଳ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି ।

ଆଦିତ୍ୟ ଦାଶ ଓରଫ୍ ମାନବପ୍ରେମୀ ଟିକ-ଟକ ଓ ସୋସିଆଲ ମିଡିଆରେ ଖୁବ୍ ଲୋକପ୍ରିୟ ହାସଲ କରିଥିଲେ। ତାଙ୍କର ଭିଡିଓ ଦର୍ଶକଙ୍କୁ ପ୍ରେରଣା ଯୋଗାଉଥିଲା। ଗତ ଜୁନ୍ ମାସରେ ତାଙ୍କ ବିବାହ ହୋଇଥିଲା । ସୁନ୍ଦରପଦାରେ ଏକ ବୃଦ୍ଧାଶ୍ରମ ମଧ୍ୟ ଆଦିତ୍ୟ ଚଲାଉଥିଲେ। ଏହାସହ ପିପୁଲ ଫର୍ ସେବା ନାମକ ଏକ ସଂଗଠନ ଜରିଆରେ ସେ ସାମାଜିକ ସେବା କାର୍ଯ୍ୟ ମଧ୍ୟ କରୁଥିଲେ। ଆଜି ସକାଳେ ଲିଙ୍ଗରାଜ ଷ୍ଟେସନସ୍ଥ ରେଳଲାଇନରେ ଆଦିତ୍ୟଙ୍କ ମୃତଦେହ ଠାବ କରାଯାଇଥିଲା। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇ ତଦନ୍ତ ଆରମ୍ଭ କରିଛି  ।

- Advertisement -

 

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories