www.samajalive.in
Friday, December 12, 2025
15.1 C
Bhubaneswar

କରୋନା ଲକ୍ଷଣକୁ ଚିହ୍ନଟ କରିବ ଡିଜିଟାଲ ଘଣ୍ଟା

ଭାଇରସ୍‌ କବଳରୁ ରକ୍ଷା ପାଇବା ନିମନ୍ତେ ସମସ୍ତେ ଏବେ ସତର୍କ ରହିବାକୁ ଚେଷ୍ଟା କରୁଛନ୍ତି। ଲକ୍-ଡାଉନ୍‌ରେ ରହିବା ପରେ ପୁନର୍ବାର ଜନଜୀବନ ଚଳଚଞ୍ଚଳ ହୋଇପଡ଼ିଛି। କରୋନା ରୋଗକୁ ଚିହ୍ନଟ କରିବା ନିମନ୍ତେ ବିଭିନ୍ନ ଉପାୟମାନ କାର୍ଯ୍କାରୀ ହେବାରେ ଲାଗିଛି। ୱେଷ୍ଟ ଭର୍ଜିନିଆ ବିଶ୍ବବିଦ୍ୟାଳୟର ଗବେଷକସମୂହ ଏକ ଉନ୍ନତମାନର ଡିଜିଟାଲ ଘଣ୍ଟା ତିଆରି କରିଛନ୍ତି। ଘଣ୍ଟାରେ ଲାଗିଥିବା ସ୍ମାର୍ଟ ଉପକରଣ ବ୍ୟକ୍ତିର ଶରୀରର ତାପମାତ୍ରା, ନିଶ୍ବାସ-ପ୍ରଶ୍ବାସଜନିତ ସମସ୍ୟା ଇତ୍ୟାଦିକୁ ଅଳ୍ପ ସମୟ ମଧ୍ୟରେ ସଙ୍କେତ ଜରିଆରେ ଜଣାଇପାରିବ। ପରୀକ୍ଷା ଦ୍ବାରା ସ୍ପଷ୍ଟ ହୋଇଛି ଯେ ଏହି ଘଣ୍ଟା ୯୦ ପ୍ରତିଶତ ଉତ୍ତର ସଠିକ୍ ଦେଉଛି। ଯୁବବର୍ଗ ଓ ବୟସ୍କ ପିଢ଼ିଙ୍କ ଠାରେ ଘଣ୍ଟା ପରୀକ୍ଷା ସଫଳ ହୋଇଥିବାବେଳେ ଆସନ୍ତା ମାସ ସୁଦ୍ଧା ଏଇ ଡିଜିଟାଲ୍ ଘଣ୍ଟା ଅନ୍-ଲାଇନ୍‌‌‌ରେ ମିଳିବ ବୋଲି ସ୍ପଷ୍ଟ ହୋଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories