www.samajalive.in
Sunday, December 14, 2025
19.1 C
Bhubaneswar

କୋଭିଡ ଯୋଦ୍ଧାଙ୍କ ତ୍ୟାଗ, ବଳିଦାନକୁ ସମ୍ମାନ ଜଣାଇ ସମୂହ ଗାନ କଲେ “ବନ୍ଦେ ଉତ୍କଳ ଜନନୀ”

ଭୁବନେଶ୍ଵର : କୋଭିଡ ଯୋଦ୍ଧାଙ୍କ ତ୍ୟାଗ, ବଳିଦାନକୁ ସମ୍ମାନ ଜଣାଇ ସମୂହ ଗାନ କଲେ “ବନ୍ଦେ ଉତ୍କଳ ଜନନୀ”। ରାଜ୍ୟର କୋଣ ଅନୁକୋଣରେ ଏବଂ ବିଶ୍ଵର କୋଣ ଅନୁକୋଣରେ ଥିବା ଓଡିଆମାନେ ଗାଇଲେ “ବନ୍ଦେ ଉତ୍କଳ ଜନନୀ”। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଲୋକସେବା ଭବନରେ ସହକର୍ମୀମାନଙ୍କ ସହ ମୁଖ୍ୟ ସାଶନ ସଚିବ, ପୁଲିସ କମିଶନର ଅଫିସରେ ପୁଲିସ କମିଶନର ଏବଂ ବିଧାନସା ସମ୍ମୁଖରେ ବିଧାୟକମାନଙ୍କ ସହ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗାନ କଲେ “ବନ୍ଦେ ଉତ୍କଳ ଜନନୀ”।

ପୁଲିସ ସେବା ଭବନରେ “ବନ୍ଦେ ଉତ୍କଳ ଜନନୀ” ଗାନ

- Advertisement -

ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ସମୂହ ଗାନ କଲେ “ବନ୍ଦେ ଉତ୍କଳ ଜନନୀ”

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ସପରିବାର ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାଇ କରୋନା ଯୋଦ୍ଧାମାନଙ୍କୁ ସମ୍ମାନିତ କରିବା ସହ ସେମାନଙ୍କର ଉତ୍ସାହ ବଢାଇଛନ୍ତି।

ରାଜଭବନରେ ବନ୍ଦେ ଉତ୍କଳ ଜନନୀ ଗାନ

ପିପିଲି ପୁଲିସ ପକ୍ଷରୁ “ବନ୍ଦେ ଉତ୍କଳ ଜନନୀ” ଗାନ

ଏକାମ୍ର କ୍ଷେତ୍ରରେ “ବନ୍ଦେ ଉତ୍କଳ ଜନନୀ” ଗାନ

ବିଧାନସା ସମ୍ମୁଖରେ ବିଧାୟକମାନଙ୍କ ସହ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗାନ କଲେ “ବନ୍ଦେ ଉତ୍କଳ ଜନନୀ”

ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ “ବନ୍ଦେ ଉତ୍କଳ ଜନନୀ” ଗାନ

ଆଇଏସଡି ସଂସ୍ଥାର ସଂପାଦିକା ସୁଭଶ୍ରୀ ଦାସଙ୍କ “ବନ୍ଦେ ଉତ୍କଳ ଜନନୀ” ଗାନ

 

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories