www.samajalive.in
Saturday, December 13, 2025
26.1 C
Bhubaneswar

ଚଳିତ ବର୍ଷ ସ୍ଥଗିତ ହେବ ଟ୍ବେଣ୍ଟି-୨୦ ବିଶ୍ୱକପ : ଖୁବଶୀଘ୍ର ଘୋଷଣା ହୋଇପାରେ

ନୂଆଦିଲ୍ଲୀ : ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟ୍ବେଣ୍ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବାର ଥିଲା। ମାତ୍ର କରୋନା ଭୂତାଣୁ କାରଣରୁ ଏହି ବଡ ଆଇସିସି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି। ଏହାକୁ ଆଗାମୀ ବର୍ଷ ୨୦୨୧ ମେ ୨୬ ରୁ ୨୮ରେ ଆୟୋଜନ କରାଯିବ। ଏନେଇ ଖୁବଶୀଘ୍ର ଆନୁଷ୍ଠାନିକ ଭାବେ ଘୋଷଣା କରାଯିବାର ସୂଚନା ମିଳିଛି। ତେବେ ଟ୍ବେଣ୍ଟି-୨୦ ବିଶ୍ୱକପକୁ ସ୍ଥଗିତ ରଖାଯିବାରୁ ଆଇପିଏଲ-୨୦୨୦ର ଆୟୋଜନ ହେବାକୁ ନେଇ ସମ୍ଭାବନା ଦେଖାଦେଇଛି।
ଅଷ୍ଟ୍ରେଲିଆରେ ହେବାକୁ ଥିବା ୨୦୨୦ ଟ୍ବେଣ୍ଟି-୨୦ ବିଶ୍ୱକପକୁ ସ୍ଥଗିତ ରଖିବାର ସବୁଠାରୁ ବଡ କାରଣ ହେଉଛି କରୋନା ଭୂତାଣୁ ମହାମାରୀ। କୋଭିଡ -୧୯କୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ୩୦ସେପ୍ଟେମ୍ବର ପର୍ୟ୍ୟନ୍ତ ବିମାନ ଚଳାଚଳ ସ୍ଥଗିତ ରଖିଛି ଏବଂ ଏହାର ଅନ୍ତର୍ଜାତୀୟ ସୀମାକୁ ସିଲ୍ କରିଛି। ଯଦି ମ୍ୟାଚ୍ ବିନା ଦର୍ଶକରେ ଅନୁଷ୍ଠିତ ହୁଏ ତେବେ କ୍ରିକେଟ୍ ଅଷ୍ଟ୍ରେଲିଆ ମଧ୍ୟ ରାଜସ୍ୱ ଅର୍ଜନ କରିପାରିବ ନାହିଁ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories