www.samajalive.in
Saturday, December 13, 2025
21.1 C
Bhubaneswar

୪୪ବର୍ଷରେ ମଧ୍ୟ ଏହି ୨ଯୋଗାସନ ଫିଟ ରଖିଛି ମାଲାଇକାଙ୍କୁ

ନୂଆଦିଲ୍ଲୀ: ବଲିଉଡ଼ର ମୁନ୍ନୀ ଯଦିଓ ସିନେ ଜଗତରୁ ବର୍ତ୍ତମାନ ଦୂରରେ ଅଛନ୍ତି, ତଥାପି ତାଙ୍କ ଫିଟ୍‍ସେନ ମନ୍ତ୍ରୀ ସମଗ୍ର ବଲିଉଡ଼ ଜଗତକୁ ଅଚମ୍ବିତ କରିଥାଏ। ସେଥିପାଇଁ କରୀନା କାପୁର ପରି ଅଭିନେତ୍ରୀ ନିଜ ଫିଟ୍‍ସେନ ପରାମର୍ଶ ପାଇଁ ମାଲାଇକାଙ୍କ ଉପରେ ନିର୍ଭର କରିଥାନ୍ତି। ୪୪ବର୍ଷରେ ପଦାର୍ପଣ କରିଥିବା ମାଲାଇକାଙ୍କ ଫିଟ୍‍ସେନ ମନ୍ତ୍ର ମୁଖ୍ୟତଃ ଦୁଇଟି ପ୍ରମୁଖ ଯୋଗାସନ ଉପରେ ନିର୍ଭର କରେ ବେଲି ଶୁଣିବାକୁ ମିଳୁଛି। ନିକଟରେ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ମାଲାଇକା ଏ ସମ୍ପର୍କରେ ଖୁଲାସା କରିଛନ୍ତି।


ମାଲାଇକା ତାଙ୍କ ଆସନ ମଧ୍ୟରେ ପ୍ରଥମ ସ୍ଥାନ ଦେଇଛନ୍ତି ପଦ୍ମାସନକୁ। ଏହି ଆସନ କରୁଥିବା ସମୟରେ ବ୍ୟକ୍ତିର ମନ ଶାନ୍ତ ରହିଥାଏ। ଦ୍ୱିତୀୟରେ ସୂର୍ଯ୍ୟ ନମସ୍କାର ଦ୍ୱାରା ଜଣେ ବ୍ୟକ୍ତି ଦିନ ତମାମ ସତେଜ ରହିଥାଏ ବୋଲି ମାଲାଇକା ପ୍ରକାଶ କରିଥିଲେ।
ନିକଟରେ ମାଲାଇକା ସବୁଠାରୁ କଠିନ ଯୋଗାସନ କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଏହି ଆସନକୁ କରିବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ପ୍ରବଳ ଅନ୍ତର୍ନିହିତ ଶକ୍ତିର ଆବଶ୍ୟକତା ପଡ଼ିଥାଏ। ଏହି ଆସନ କରିବା ଦ୍ୱାରା ମାଲାଇକା ୪୪ବର୍ଷ ବୟସରେ ମଧ୍ୟ ଶାରିରୀକ ଭାବରେ କେତେ ସୁସ୍ଥ ତାହା ବେଶ୍‍ ବୁଝି ହୁଏ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories