www.samajalive.in
Saturday, December 13, 2025
26.1 C
Bhubaneswar

ତେଲଙ୍ଗାନାରେ ମେ ୭ ଯାଏଁ ଲକଡାଉନ

ସମାଜ ପୋର୍ଟାଲ ଡେସ୍କ: ସାରା ଦେଶରେ ମେ ୩ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ କଟକଣା ବଳବତ୍ତର ରହିଥିବା ବେଳେ ତେଲଙ୍ଗାନାରେ ଏହା ମେ ୭ ତାରିଖ ପର୍ଯ୍ୟନ୍ତ ଜାରି ରହିବା ନେଇ ସେଠାକାର ରାଜ୍ୟ କ୍ୟାବିନେଟ୍‍ ନିଷ୍ପତ୍ତି ନେଇଛି। କେନ୍ଦ୍ର ସରକାର କେତେକ କ୍ଷେତ୍ରରେ ଆଜିଠାରୁ କୋହଳ ଘୋଷଣା କରିଥିଲେ ମଧ୍ୟ ତାହା ତେଲଙ୍ଗାନାରେ କାର୍ଯ୍ୟକାରୀ ହେବ ନାହିଁ ବୋଲି ସେଠାକାର ରାଜ୍ୟ ସରକାର କହିଛନ୍ତି।

ଗତକାଲି କ୍ୟାବିନେଟ୍‍ ବୈଠକ ପରେ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏହି ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ପୂର୍ବରୁ ରାଜ୍ୟ ସରକାରଗୁଡିକୁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଅନୁମତି ଦେଇଥିବାରୁ ଏହି କଟକଣା ଅବଧି ବୃଦ୍ଧି ନେଇ କୌଣସି ଅସୁବିଧା ନ ଥିବା ସେ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories