www.samajalive.in
Wednesday, December 10, 2025
14.1 C
Bhubaneswar

୫ କରୋନା ସଂକ୍ରମିତଙ୍କ ଯାତ୍ରା ତଥ୍ୟ ପ୍ରକାଶ କଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର  (ବ୍ୟୁରୋ) : ରାଜ୍ୟ ଶେଷ ପାଞ୍ଚ କରୋନା ସଂକ୍ରମିତଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଛି ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ । ସେ ଯାଜପୁର ଜିଲା ସାନତ୍ରିଲୋଚନପୁର ଅଞ୍ଚଳ ବାସିନ୍ଦା । ମାର୍ଚ ୨୮-୨୯ ତାରିଖରେ କଲକତାରୁ ଗୋଟିଏ ଟାଟା ମ୍ୟାଜିକ୍ ଗାଡ଼ିରେ ଆସିଥିଲେ। ତାଙ୍କ ସହ ଆଉ ୧୮ ଜଣ ଥିଲେ । ୭ ଜଣ ଭଦ୍ରକ ଓ ୧୦ ଜଣ ପାଣିକୋଇଲିଠାରେ ଓହ୍ଲାଇଥିଲେ । ଏହାବ୍ୟତୀତ ଚିହ୍ନଟ ହୋଇଥିବା ଅବଶିଷ୍ଟ ୪ ଜଣ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳର । ସେମାନଙ୍କ ସମ୍ପର୍କରେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ବିସ୍ତୃତ ତଥ୍ୟ ପ୍ରଦାନ କରିଛି ।

- Advertisement -

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories