କଟକ : କଟକ ସହର ପାଇଁ ଏକ ଖୁସି ଖବର । କଟକର କୋରୋନା ରୋଗୀ ଅଶ୍ବିନୀ କୋଭିଡ୍ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । କଟକ ବିଦ୍ୟାଧରପୁର କ୍ବାରେଣ୍ଟାଇନ ହୋମକୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇଛି । ବକ୍ସି ବଜାରର ଏହି ୩୦ ବର୍ଷୀୟ ରୋଗୀ ଦିଲ୍ଲୀ ନିଜାମୁଦ୍ଦିନରୁ ଫେରିଥିଲେ । ଶୁକ୍ରବାର ଏହି ରୋଗୀଙ୍କ ସ୍ବାବ୍ ରିପୋର୍ଟ ନେଗେଟିଭ ଆସିଥିଲା ।
ହସ୍ପିଟାଲରୁ କ୍ବାରେଣ୍ଟାଇନ ହୋମକୁ ଗଲେ କଟକର କୋରୋନା ରୋଗୀ
Popular Categories



