ମୁମ୍ବଇ : ୧୬୬ ଜଣ ଯାତ୍ରୀଙ୍କୁ ନେଇ ମୁମ୍ବଇରୁ କଲକାତା ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ଶୁକ୍ରବାର ଆକାଶକୁ ଉଠିବାର କିଛି ସମୟ ମଧ୍ୟରେ ଏହାର ଇଂଜିନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଫଳରେ ପାଇଲଟ ତୁରନ୍ତ ବିମାନଟିକୁ ମୁମ୍ବଇ ବିମାନବନ୍ଦରରେ ଜରୁରୀ ଅବତରଣ କରିବାକୁ ବାଧ୍ୟ ହୋଇଥିଲେ। ପ୍ରାୟ ଦୁଇ ଘଣ୍ଟା ପରେ ଏହି ଯାତ୍ରୀଙ୍କୁ ଅନ୍ୟ ଏକ ବିମାନରେ କଲକାତା ପଠାଯାଇଥିଲା।
Popular Categories



