www.samajalive.in
Saturday, December 13, 2025
26.1 C
Bhubaneswar

ସିପିଆଇ ପୋଷ୍ଟରରେ ପ୍ରିୟା ପ୍ରକାଶ

ମାଲାପୁରମ : ଗତମାସରେ ମାଲାୟଲମ ଚଳଚ୍ଚିତ୍ର ଅଭିନେତ୍ରୀ ପ୍ରିୟା ପ୍ରକାଶ ଭାରିୟର ନିଜର ଆଖିନଚା ଦୃଶ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ରାତାରାତି ଲୋକପ୍ରିୟତା ହାସଲ କରିଥିଲେ। ବର୍ତ୍ତମାନ କେରଳରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପ୍ରିୟାଙ୍କ ଏହି ଦୃଶ୍ୟକୁ ଦଳୀୟ ପୋଷ୍ଟରରେ ସ୍ଥାନିତ କରିଥିବା ଜଣାପଡିଛି। ମାର୍ଚ୍ଚ ପହିଲାରୁ ଏଠାରେ ଏଆଇଏସଏଫ୍‌ (ସିପିଆଇର ଯୁବ ବାହିନୀ) ବାର୍ଷିକ ସମ୍ମିଳନୀ ଆରମ୍ଭ ହୋଇଥିବାବେଳେ ପ୍ରିୟାଙ୍କ ଏହି ପୋଷ୍ଟର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ମାଲାୟଲମ ଚଳଚ୍ଚିତ୍ର ‘ଓରୁ ଅଦର ଲଭ୍‌’ରେ ପ୍ରିୟାଙ୍କ ଏହି ଆଖିନଚା ଦୃଶ୍ୟକୁ କୋଟି କୋଟି ଦର୍ଶକ ପ୍ରଂଶସା କରିଥିବାବେଳେ ହାଇଦରାବାଦର ଏକ ମୁସଲମାନ ସଂଗଠନ ପକ୍ଷରୁ ତାଙ୍କ ବିରୋଧରେ ଏତଲା ଦାଏର କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories