www.samajalive.in
Friday, December 5, 2025
26.1 C
Bhubaneswar

ଜାଣନ୍ତୁ ବେସନର ସ୍ୱାସ୍ଥ୍ୟ ଉପକାରୀ ଗୁଣ

ବିଭିନ୍ନ ପ୍ରକାର ଖାଦ୍ୟପେୟ ପ୍ରସ୍ତୁତ କରିବା ପାଇଁ ବେସନର ବ୍ୟବହାର କରାଯାଇଥାଏ। ଏହାକୁ ବ୍ୟବହାର କରି ପକୁଡ଼ି, ଦୋସା, ଲଡ଼ୁ, ବ୍ୟବଞ୍ଜନ ଆଦି ପ୍ରସ୍ତୁତ କରାଯାଏ। ମାତ୍ର ଆପଣ ହୁଏତ ଜାଣି ନଥିବେ, ବେସନକୁ ବ୍ୟବହାର କରି ଯେତେ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ ହୁଏ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତେ ହିତକାରକ। ଜାଣନ୍ତୁ ………
– ବେସନରେ ଆଇରନ, ଫାଇବର ପ୍ରଚୁର ମାତ୍ରାରେ ରହିଛି।
– ଏଥିରେ କାବ୍ରୋହାଇଡ଼୍ରେଡ଼ ମାତ୍ରା କମ ଥିବାରୁ ମଧୁମେହ ରୋଗୀ ମଧ୍ୟ ଏହାକୁ ସପ୍ତାହକୁ ୨ଥର ଖାଇପାରିବେ।
– ଏହା କୋଲେଷ୍ଟେରୋଲ ମାତ୍ରାକୁ ସଠିକ ରଖିଥାଏ।
– ବେସନରେ କ୍ୟାଲସିୟମର ମାତ୍ରା ଥିବାରୁ ଏହା ହାଡ଼ ଶକ୍ତ କରିବାରେ ସାହାଯ୍ୟ କରେ ।
– ଏଥିରେ ଫାଇବର ପ୍ରଚୁର ପରିମାଣରେ ଥିବାରୁ ଏହା ଥକ୍କାପଣ ଦୂର କରିଥାଏ।
– ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
– ରକ୍ତ ଚାପ ନିୟନ୍ତ୍ରଣ କରିବାକୁ ସାହାଯ୍ୟ କରିଥାଏ।
– ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories