ରାଜଧାନୀର ବ୍ୟସ୍ତବହୁଳ ଶିଶୁ ଭବନଛକରେ ବୋମା ମାଡ

0

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବ୍ୟସ୍ତ ବହୁଳ ଶିଶୁ ଭବନ ଛକରେ ୨ଟି ବୋମା ମାଡ ହୋଇଥିବାର  ସୂଚନା ମିଳିଛି । ଏକ ରେଷ୍ଟୁରାଣ୍ଚ ଉପରେ ଦୁର୍ବୃତ୍ତମାନେ ବୋମା ମଡ କରିଛନ୍ତି  । ଏଥିରେ ରେଷ୍ଟୁରାଣ୍ଟର ଜଣେ କର୍ମଚାରୀ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଏକ ମଟରସାଇକେଲରେ ଆସି ଦୁର୍ବୃତ୍ତମାନେ ବୋମାମାଡ କରିଥିଲେ । ପୁଲିସ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ  କରିଛି  ।

Leave A Reply