www.samajalive.in
Wednesday, December 10, 2025
26.1 C
Bhubaneswar

ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ : ୬ମାସ ପରେ ଦିନିକିଆରେ ପୁଣିଥରେ ମୁହାଁମୁହିଁ ହେବେ ଉଭୟ ଦଳ

ସେଡ଼ନ ପାର୍କ : ଆସନ୍ତାକାଲି(ବୁଧବାର) ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନ୍ୟୁଜିଲାଣ୍ଡର ସେଡ଼ନ ପାର୍କ ଠାରେ ତିନିଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ପ୍ରାୟ ୬ମାସ ପରେ ଦିନିକିଆରେ ପୁଣିଥରେ ଉଭୟ ଦଳ ମୁହାଁମୁହିଁ ହେବେ। ଶେଷ ଥର ପାଇଁ ଗତ ବର୍ଷ ଜୁଲାଇରେ ବିଶ୍ବକପ ସେମିଫାଇନାଲରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ। ଯେଉଁଥିରେ ନ୍ୟୁଜିଲାଣ୍ଡ ଦଳ ବିଜୟୀ ହୋଇଥିଲା। ମାତ୍ର ଟ୍ବେଣ୍ଟି-୨୦ ସିରିଜରେ ଘରୋଇ ଦଳକୁ ୫-୦ରେ ହରାଇବା ପରେ ଭାରତୀୟ ଟିମର ମନବଳ ଦୃଢ ରହିଛି।
ଏହି ମ୍ୟାଚ ଆସନ୍ତାକାଲି(ବୁଧବାର) ହାମିଲଟନର ସେଡେନ ପାର୍କ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଷ୍ଟାର ସ୍ପୋଷ୍ଟ୍ସ ଚ୍ୟାନେଲରେ ଏହାର ସିଧା ପ୍ରସାରଣ ଦେଖିପାରିବେ।
ଭାରତୀୟ ଦଳ
ମୟଙ୍କ ଅଗ୍ରୱାଲ, ପୃଥ୍ବୀ ଶ, ବିରାଟ କୋହଲି(ଅଧିନାୟକ), ଶ୍ରେୟସ ଆୟର, କେଏଲ ରାହୁଲ(ୱିକେଟ କିପର), ମନିଷ ପାଣ୍ଡେ, ରିଷଭ ପନ୍ତ, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, କୂଳଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସାମି, ଜଶପ୍ରୀତ ବୁମ୍ରା, ନବଦୀପ ସାଇନୀ, କେଦାର ଯାଦବ, ଶାର୍ଦ୍ଦୁଲ ଠାକୁର।
ନ୍ୟୁଜିଲାଣ୍ଡ ଦଳ
ଟମ୍ ଲାଥମ(ୱିକେଟ କିପର ଏବଂ ଅଧିନାୟକ), ମାର୍କ ଚ୍ୟାପମ୍ରାନ, ରସ ଟେଲର, ହାମିସ ବେନେଟ, ଟମ ବ୍ଲଣ୍ଡେଲ, କୋଲିନ ଡି ଗ୍ରେଡହୋମ, ମାର୍ଟିନ ଗପଟିଲ, ଫାଇଲ ଜେମିଶନ୍, ସ୍କଟ କଗିଲେନ, ଜିମି ନିଶାମ, ହେନରି ନିକୋଲ୍ସ, ମିଶେଲ ସେଣ୍ଟନର, ଇଶ ସୋଢି(ପ୍ରଥମ ଦିନିକିଆ ପାଇଁ), ଟିମ୍ ସାଉଦି ଏବଂ କେନ ୱିଲିୟମସନ୍।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories