www.samajalive.in
Wednesday, December 10, 2025
26.1 C
Bhubaneswar

ଭାରତର ଦମଦାର ବିଜୟ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ ଚିନ୍ନସ୍ବାମୀ ଷ୍ଟାଡିୟମରେ ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତିନିଟିକିଆ ଦିନିକିଆ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି। ଏହି ମ୍ୟାଚକୁ ଭାରତ ୭ୱିକେଟରେ ଜିତିଛି। ଏହି ବିଜୟ ସହ ଭାରତ ସିରିଜକୁ ୨-୧ରେ ହାତେଇ ନେଇଛି।

ଭାରତ ପକ୍ଷରୁ ହିଟ ମ୍ୟାନ ରୋହିତ ଶର୍ମା ସର୍ବାଧିକ ୧୨୮ବଲରୁ ୧୧୯ରନ କରିଛନ୍ତି। ଯେଉଁଥିରେ ତାଙ୍କର ୮ଟି ଚୌକା ଓ ୬ଟି ବିଶାଳ ଛକା ସାମିଲ ରହିଛି। ସେହିଭଳି ୯୧ବଲରୁ ୮ଟି ଚୌକା ସହାୟତାରେ ୮୯ରନ, ଶ୍ରେୟସ ଆୟର ୩୫ବଲରୁ ୪୪ରନ(ଚୌକା ୬ଟି ଓ ଗୋଟିଏ ଛକା), କେଏଲ ରାହୁଲ ୨୭ଟି ବଲରୁ ୧୯ରନ(୨ଚୌକା) ଏବଂ ମନିଷ ପାଣ୍ଡେ ୪ଟି ବଲରୁ ଦୁଇଟି ଚୌକା ସହାୟତାରେ ୮ରନ କରିଛନ୍ତି।

- Advertisement -

ରୋହିତ ଶର୍ମାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଛି। ସେହିଭଳି ସିରିଜରେ ଭଲ ପ୍ରଦର୍ଶନ ପାଇଁ ଅଧିନାୟକ ବିରାଟ କୋହଲି ମ୍ୟାନ ଅଫ ଦି ସିରିଜ ହୋଇଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories