www.samajalive.in
Tuesday, December 9, 2025
15.1 C
Bhubaneswar

ଜାନୁଆରୀ ୧୫ରେ ଚୀନ୍‍-ଆମେରିକା ବାଣିଜ୍ୟ ଚୁକ୍ତି

ନ୍ୟୁୟର୍କ : ଚୀନ୍‍ ସହିତ ଆମେରିକା ବାଣିଜ୍ୟ ଚୁକ୍ତିରେ ସ୍ୱାକ୍ଷର କରିବ। ପୂର୍ବର ସମସ୍ତ ବିବାଦର ଅନ୍ତ ଘଟାଇ ଦୁଇଦେଶ ବାଣିଜ୍ୟକ କାରବାର କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବେ। ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ ଟ୍ରମ୍ପ କହିଛନ୍ତି, ଚଳିତ ମାସ ୧୫ ତାରିଖରେ ହ୍ୱାଇଟ୍‍ ହାଉସ୍‍ଠାରେ ସେ ଚୀନ୍‍ ସହିତ ପ୍ରଥମ ପର୍ଯ୍ୟାୟ ବାଣିଜ୍ୟ ଚୁକ୍ତିରେ ସ୍ୱାକ୍ଷର କରିବେ । ଟ୍ୱିଟ୍‍ କରି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଆମେରିକା-ଚୀନ୍‍ ବାଣିଜ୍ୟିକ ସଂପର୍କ ନେଇ ଅନ୍ୟ ଯେଉଁସବୁ ପ୍ରସଙ୍ଗରେ ମତପାର୍ଥକ୍ୟ ରହିଛି, ସେସବୁ ଦୂରକରିବା ସକାଶେ ସେ କିଛିଦିନ ପରେ ବେଜିଂ ଗସ୍ତ କରିବେ।

ଗତ ଡିସେମ୍ବର ମାସରେ ଘୋଷିତ ଏହି ପ୍ରଥମ ପର୍ଯ୍ୟାୟ ଚୁକ୍ତି ଅନୁଯାୟୀ ଆମେରିକା,ଚୀନ୍‍ଦ୍ୱାରା ଉତ୍ପାଦିତ ସାମଗ୍ରୀ ଉପରୁ ଟିକସ
ହ୍ରାସ କରିବାପାଇଁ ରାଜି ହୋଇଥିବାବେଳେ ଚୀନ୍‍ ଆମେରିକାଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ଅଧିକ ପରିମାଣରେ କ୍ରୟ କରିବାପାଇଁ ମଧ୍ୟ ସହମତ ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories