www.samajalive.in
Thursday, December 11, 2025
18.1 C
Bhubaneswar

ଖ୍ରୀଷ୍ଟ ମହାବିଦ୍ୟାଳୟ ଉପାଧ୍ୟକ୍ଷଙ୍କୁ ବିଦାୟ ସମ୍ବର୍ଦ୍ଧନା

କଟକ : ଖ୍ରୀଷ୍ଟ ମହାବିଦ୍ୟାଳୟରେ ଉପାଧ୍ୟକ୍ଷ ଡ.ମୋହିନ ମହମ୍ମଦଙ୍କୁ ପରିଚାଳନା ସମିତି ତରଫରୁ ସୋମବାର ଶୁଭେଚ୍ଛା ସହ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଦର୍ଶନ ବିଭାଗର ମୁଖ୍ୟ ଡ. ମହମ୍ମଦ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ପ୍ରଫେସର ଭାବେ ନିଯୁକ୍ତି ପାଇ ଖ୍ରୀଷ୍ଟ ମହାବିଦ୍ୟାଳୟକୁ ଛାଡି ଚାଲି ଯଆଉଥିବାରୁ ତାଙ୍କ ଉଦ୍ଦେଶ୍ୟରେ ଆୟୋଜିତ  ଶୁଭେଚ୍ଛା ସହ ବିଦାୟ ଉତ୍ସବରେ ପରିଚାଳନା ସମିତିର ସଭାପତି ଅନୁପମ ପାତ୍ର, ସମ୍ପାଦକ ବିକାଶ ଚନ୍ଦ୍ର ରାଉତ, ସଭ୍ୟ ଶୁଭାଶିଷ ସାହୁ, ଚନ୍ଦନ କୁମାର ଦାସ, ବିଧାନ ଚନ୍ଦ୍ର ରାଉତ, ସୌମେନ୍ଦ୍ର କୁମାର ଦାସ, ଶିକ୍ଷକ ପ୍ରତିନିଧି ଡ. ଦେବଯାନୀ ଦାଶ, ମଧୁମିତା ପାତ୍ର ପ୍ରମୁଖ ଡ. ମହମ୍ମଦଙ୍କ ଗୁଣଗାନ  କରିଥିଲେ। ଡ. ମହମ୍ମଦ ତାଙ୍କର ଅଭିଭାଷଣରେ ଖ୍ରୀଷ୍ଟ ମହାବିଦ୍ୟାଳରେ ଦୀର୍ଘ ୨୬ ବର୍ଷରୁ ଅନୁଭୂତି  ଉପସ୍ଥାପନ କରିବାକୁ ଯାଇ ଭାବବିହ୍ବଳ ହୋଇ ପଡ଼ିଥିଲେ। ଶେଷରେ ପରିଚାଳନା ସମିତି ସଭ୍ୟ ଶୁଭାଶିଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories