www.samajalive.in
Thursday, December 11, 2025
16.1 C
Bhubaneswar

ପୁଣି ହ୍ୟାଟ୍ରିକ ନେଲେ ଦୀପକ ଚହର

ଜୟପୁର : ବାଂଲାଦେଶ ବିପକ୍ଷ ନିର୍ଣ୍ଣାୟକ ଟି-୨୦ରେ ରବିବାର ପ୍ରଥମ ପୁରୁଷ ଭାରତୀୟ କ୍ରକେଟର ଭାବେ ଟ୍ବେଣ୍ଟି-୨୦ରେ ହ୍ୟାଟ୍ରିକ ୱିକେଟ ନେଇଥିବା ଦୀପକ ଚହର ମଙ୍ଗଳବାର ପୁଣି ଥରେ ହ୍ୟାଟ୍ରିକ ନେଇଥିବା ଜଣାପଡିଛି। ମଙ୍ଗଳବାର ଖୋଳାଯାଇଥିବା ସୟିଦ ମୁସ୍ତାକ ଅଲୀ ଟ୍ରଫିରେ ସେ ରାଜସ୍ଥାନ ପକ୍ଷରୁ ପ୍ରତିନିଧିତ୍ୱ କରି ଏହି କିର୍ତ୍ତିମାନ ପୁଣିଥରେ ନିଜ ନାମରେ କରିବାରେ ସକ୍ଷମ ହୋଇଛନ୍ତି।

ଉଲ୍ଲେଖ ଯୋଗ୍ୟ, ରବିବାର ବାଂଲାଦେଶ ବିପକ୍ଷରେ ଚହର ୩.୨ ଓଭରରେ ମାତ୍ର ୭ ରନ୍‌ ଦେଇ ୬ଟି ୱିକେଟ ନେଇଥିଲେ। ପୁଣି ଚହର ତାଙ୍କର ଶେଷ ୩ଟି ବଲ୍‌ରେ କ୍ରମାଗତ ୩ଟି ୱିକେଟ ନେଇ ପ୍ରଥମ ଭାରତୀୟ ଭାବେ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ରେ ହାଟ୍ରିକ୍ ଅର୍ଜନ କରିଥିଲେ। ଚହରଙ୍କ ଏହି ବୋଲିଂ ସଫଳତା ଯୋଗୁଁ ଭାରତ ବାଂଲାଦେଶ ବିପକ୍ଷରେ ରବିବାର ଅନ୍ତିମ ମ୍ୟାଚ୍‌ ଜିତିବା ସହ ୨-୧ରେ ସିରିଜ୍‌ ହାତେଇ ଥିଲା।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories